ଆଗାମୀ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ନାହିଁ ଜୋ ବାଇଡେନ
by Argus News
Mon, Jul 22 | 8:58 a.m.

ଅର୍ଗସ ବ୍ୟୁରୋ: ସମ୍ମୁଖ ଯୁଦ୍ଧରୁ ହଟିଲେ ବାଇଡେନ । ଆଗାମୀ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ନାହିଁ ଜୋ ବାଇଡେନ । ଦେଶ ଓ ଦଳର ହିତ ଦୃଷ୍ଟିରେ ସେ ଏହି ନିଷ୍ପତ୍ତି ନେଇଥିବା ନିଜେ ଘୋଷଣା କରିଛନ୍ତି ବାଇଡେନ । ସ୍ବାସ୍ଥ୍ୟବସ୍ଥାକୁ ନେଇ କିଛିଦିନ ଧରି ଚର୍ଚ୍ଚା ଲାଗି ରହିଥିବାବେଳେ ଚର୍ଚ୍ଚାରେ ବିରାମ ଲାଗାଇଛନ୍ତି ବାଇଡେନ ।

ଏବେ ଡେମୋକ୍ରାଟିକ ପାର୍ଟି ଡୋନାଲ୍ଡ ଟ୍ରମ୍ପଙ୍କ ବିପକ୍ଷରେ କାହାକୁ ପ୍ରାର୍ଥୀ କରିବ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଉପରାଷ୍ଟ୍ରପତି କମଲା ହାରିସ ହୋଇପାରନ୍ତି ରାଷ୍ଟ୍ରପତି ପ୍ରାର୍ଥୀ । ଲାଇଭ ଡିବେଟରେ ମଧ୍ୟ ଟ୍ରମ୍ପଙ୍କ ତୁଳନାରେ ଦୁର୍ବଳ ପ୍ରଦର୍ଶନ କରିଥିଲେ ବାଇଡେନ । ଯାହାକୁ ନେଇ ନିର୍ବାଚନରୁ ଓହରି ଯିବା ପାଇଁ ଅନେକ ଶୁଭେଚ୍ଛୁ ବାଇଡେନଙ୍କୁ ପରାମର୍ଶ ଦେଇଥିଲେ ।

ଆହୁରି ପଢନ୍ତୁ ବିଦେଶ ଖବର...

 

ପ୍ରଥମ ଟେଷ୍ଟ
ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ
ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟର ଟକ୍କର । ରୋହିତ ଶର୍ମାଙ୍କ ନେତୃତ୍ବର
ମଙ୍କିପକ୍ସ
ଭାରତରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ: ଭାରତରେ ଆଉଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ଘର କେରଳରେ । ସେ କିଛି ଦିନତଳେ ୟୁଏଇରୁ ଫେରିଛନ୍ତି । ତାଙ୍କୁ ଆଇସୋଲେସନରେ ରଖ
ଚନ୍ଦ୍ରଯାନ
ଚନ୍ଦ୍ରଯାନ ୪ର ମିଶନ ପାଇଁ କେନ୍ଦ୍ର କ୍ୟାବିନେଟ୍‌ର ମଂଜୁରୀ
ନୂଆଦିଲ୍ଲୀ: ମହାକାଶରେ ଆହୁରି ଶକ୍ତିଶାଳୀ ହେବ ଭାରତ । ଚନ୍ଦ୍ରଯାନ ୪ ମିଶନକୁ କେନ୍ଦ୍ର କ୍ୟାବିନେଟର ମିଳିଛି ମଂଜୁରୀ । ବହୁ ପ୍ରତିକ୍ଷୀତ ଏହି ମିଶନ ପାଇଁ ୨୧୦୪କୋଟି ଟଙ୍କା ବ୍ୟ