ଦୁର୍ଘଟଣାରୁ ବଞ୍ଚାଇବ କବଚ
by Argus News
Wed, Sep 25 | 7:18 a.m.

ଅର୍ଗସ ବ୍ୟୁରୋ:  ଦୁର୍ଘଟଣାରୁ ବଞ୍ଚାଇବ କବଚ । ବିପଦ ସମୟରେ ଟ୍ରେନରେ ଆପେଆପେ ବ୍ରେକ୍ ଲଗାଇବ କବଚ ଟେକ୍ନୋଲୋଜି । ରାଜସ୍ଥାନର ମାଧପୁରରୁ କୋଟା ମଧ୍ୟରେ ଚାଲୁଥିବା ଟ୍ରେନରେ କବଚ 4.0ର ସଫଳ ଇନଷ୍ଟଲେସନ ପରେ ଏହି ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । କବଚ ଟେକ୍ନୋଲୋଜିର ବିକାଶ କାର୍ଯ୍ୟ 2016ରୁ 2019ରେ ମଧ୍ୟରେ ହୋଇଥିଲା । କବଚର ନୂଆ ସଂସ୍କରଣ 4.0କୁ 16 ଅଗଷ୍ଟ 2024ରେ ମଞ୍ଜୁରୀ ମିଳିଥିଲା । ପରୀକ୍ଷଣ ପରେ କବଚ ଟୋକ୍ନୋଲୋଜି ରେଳ ଯାତ୍ରୀଙ୍କ ସୁରକ୍ଷାରେ ସୁଧାର ଆଣିବାରେ ସମର୍ଥ ହେବ ବୋଲି କହିଛନ୍ତି ରେଳମନ୍ତ୍ରୀ । ଟ୍ରେନ ରେଡ ସିଗନାଲର ନିକଟତର ହେବା ପୂର୍ବରୁ ଲୋକୋ ପାଇଲଟ ଧ୍ୟାନ ଦେଇନଥିଲେ ମଧ୍ୟ ଟ୍ରେନରେ ଆପେଆପେ ବ୍ରେକ ଲାଗିବ ।

ଅଧିକ ପଢ଼ନ୍ତୁ ଦେଶ ଖବର:

ବିଲୁଆ
52m ago
ବିଲୁଆ ଆକ୍ରମଣରେ ୨୦ରୁ ଉର୍ଦ୍ଧ୍ୱ ଆହତ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୋଲସରା ରେଞ୍ଜ ଅଧିନସ୍ଥ ହାତୀଓଟ, ଯେମାଦେଇପୁର, ପ୍ରାଣପୁରଦେଇପୁର ଗ୍ରାମରେ ବିଲୁଆ ଆକ୍ରମଣରେ ୨୦ ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି । ସକାଳେ ଏଭଳି ଘଟଣ
ଆସୁଛନ୍ତି ନଡ୍ଡା
54m ago
ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ନଡ୍ଡା
ଅର୍ଗସ ବ୍ୟୁରୋ: ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ସଦସ୍ୟତା ଅଭିଯାନ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେବେ । ରାଜ୍ୟ ପଦାଧିକାରୀ
ଜାହାଜ କାରଖାନା
56m ago
୯୩୪.୫୪ କୋଟି ଟଙ୍କା ବିନିଯୋଗରେ ଭଦ୍ରକରେ ହେବ ଜାହାଜ କାରଖାନା
ଅର୍ଗସ ବ୍ୟୁରୋ: ଓଡ଼ିଶାରେ ତିଆରି ହେବ ଜାହାଜ । ଭଦ୍ରକ ଜିଲ୍ଲାରେ ‌ନେପ୍‌ଚୁନ୍‌ସ ସିପ୍‌ ବିଲ୍‌ଡର୍ସ ଆଣ୍ଡ ରିସାଇକ୍ଲର୍ସ ପ୍ରାଇଭେଟ୍ ଲିମିଟେଡ୍‌ ୯୩୪.୫