ଆଜି କେଦାରନାଥ ମନ୍ଦିରର ଦ୍ଵାର ଭକ୍ତଙ୍କ ଲାଗି ଖୋଲିଲା
by Argus News
Fri, May 10 | 9:44 a.m.

ଅର୍ଗସ ବ୍ୟୁରୋ:  ଆଜି କେଦାରନାଥ ମନ୍ଦିରର ଦ୍ଵାର ଭକ୍ତଙ୍କ ଲାଗି ଉନ୍ମକ୍ତ ହୋଇଛି । ଏଥିପାଇଁ ଏବେ କେଦାରନାଥରେ ଚାରିଆଡେ ଗୁଞ୍ଜରଣ ହେଉଛି ବମ ଭୋଲେ । ସେପଟେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ସୁବିଧା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଛି ସମସ୍ତ ବ୍ୟବସ୍ଥା । ଆଜି ପୂରା ରୀତିନୀତି ସହ ଭାରତ ଓ ବିଦେଶର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି କେଦାରନାଥ ଧାମର ଦ୍ୱାର ।

ଦ୍ୱାର ଖୋଲିବାର ପ୍ରଥମ ଦିନରେ ହଜାର ହଜାର ଶ୍ରଦ୍ଧାଳୁ ଧାମରେ ପହଞ୍ଚିଛନ୍ତି। ଧାମରେ ତୀର୍ଥଯାତ୍ରୀଙ୍କ ପାଇଁ ବିଶ୍ୱାସ ପଥ ନିର୍ମାଣ କରାଯାଇଛି । ସେହିପରି ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ଧାମର ଦ୍ୱାର ମଧ୍ୟ ଆଜି ବିଦେଶରେ ଭକ୍ତଙ୍କ ପାଇଁ ଖୋଲାଯିବ । ପ୍ରଶାସନ ଉପସ୍ଥିତିରେ ମୁଖ୍ୟ ଫାଟକର ତାଲା ଖୋଲାଯାଇଥିଲା। ଏହାପରେ ଗର୍ଭଗୃହର କବାଟ ଖୋଲାଯାଇଥିଲା। ରାୱଲ ଓ ମୁଖ୍ୟ ପୂଜକ ଗର୍ଭଗୃହରେ ପୂଜାର୍ଚ୍ଚନା କରିଥିଲେ।

ଅଧିକ ପଢ଼ନ୍ତୁ ଦେଶ ଖବର:

 

ଦିଲ୍ଲୀ-ଏନସିଆରରେ
36m ago
ଦିଲ୍ଲୀ-ଏନସିଆରରେ ହିଟଓ୍ବେଭକୁ ନେଇ ଜାରି ହେଲା ରେଡ ଆଲର୍ଟ
ଅର୍ଗସ ବ୍ୟୁରୋ: ଦିଲ୍ଲୀ-ଏନସିଆର ସମେତ ପୁରା ଉତ୍ତର ଭାରତରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଅସହ୍ୟ ତାତିରେ ଲୋକମାନେ ସନ୍ତୁଳି ହେଉଛନ୍ତି । ଏହାରି ଭିତରେ ଦିଲ୍ଲୀର ତାପମାତ୍ରା ଆଜ
GINGER-GARLIC
38m ago
ଆଦା ଓ ରସୁଣ ପେଷ୍ଟକୁ ଏପରି ରଖନ୍ତୁ ରହିବ ଅଧିକ ଦିନ
ଅର୍ଗସ ବ୍ୟୁରୋ: ବର୍ତ୍ତମାନ ବ୍ୟସ୍ତବହୁଳତା ଜୀବନ ଭିତରେ ସମସ୍ତେ ଚାହାଁନ୍ତି କି ସମସ୍ତ କାମ ଜଲଦି । ସବଠୁ ବଡ କଥା ହେଉଛି କି ରୋଷେଇ କରିବା । ରୋଷେଇ କରିବା ସମୟରେ ମସଲାର ଆବଶ୍ୟ
ପାଣି ପାଇଁ ହାହା କାର
43m ago
ଫେଲ୍ ମାରିଛି ବସୁଧା ଯୋଜନା, ଡହଳବିକଳ ଦୁର୍ଗମବାସୀ
ମୟୂରଭଞ୍ଜ: ପାଣି ପାଇଁ ହା ହା କାର । ୫୦ପରିବାର ପାଇଁ ଗୋଟିଏ ନଳକୂପ, ସେ ବି ଖରା ଦିନେ ଦେଉଛି ଧୋକା । ଫେଲ୍ ମାରିଛି ବସୁଧା ଯୋଜନା । ପାଣି ପାଇଁ ଡହଳବିକଳ ହେଉଛନ୍ତ