ଖୁବଶ୍ରୀଘ୍ର ପ୍ରସ୍ତୁତ ହେବ ଆତଙ୍କବାଦୀ ନିରୋଧୀ ପଲିସି:ଅମିତ ଶାହ
by Argus News
Thu, Nov 07 | 2:13 p.m.

ଅର୍ଗସ ବ୍ୟୁରୋ:ଆତଙ୍କବାଦୀଙ୍କ ବିରୋଧରେ କେନ୍ଦ୍ର ସରକାରଙ୍କ କଡା ଆଭିମୁଖ୍ୟ। ଖୁବଶ୍ରୀଘ୍ର ପ୍ରସ୍ତୁତ ହେବ ଆତଙ୍କବାଦୀ ନିରୋଧୀ ପଲିସି। ନକ୍ସଲ ମୁକାବିଲା ପାଇଁ ଉଚ୍ଚତମ ଟେକନୋଲୋଜି ମାଧ୍ୟମରେ ସୁରକ୍ଷାକର୍ମୀଙ୍କୁ ଦିଆଯିବ ଟ୍ରେନିଂ। ସବୁ ରାଜ୍ୟର ପୋଲିସଙ୍କୁ ଆତଙ୍କବାଦ ବିରୋଧରେ ଲଢିବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଆହ୍ବାନ ଦେଇଛନ୍ତି। ଆତଙ୍କବାଦ  ମୁକାବିଲା ଦିଗରେ ଟେକନୋଲୋଜିର ବ୍ୟବହାରକୁ ନେଇ  Anti-Terror Conference-୨୦୨୪ଶାହ କହିଛନ୍ତି ଆତଙ୍କବାଦୀ ଙ୍କ ମୁକାବିଲା କରିବା ପାଇଁ ସୁରକ୍ଷାବଳକୁ ଟେକନୋଲୋଜି ବଳ ଦେବ। ଆତଙ୍କବାଦୀ ଆକ୍ରମଣ ପୂର୍ବରୁ ଏହି ଟେକନୋଜି ଦ୍ବାରା ସେମାନଙ୍କ ପ୍ଳାନକୁ ଜାଣିହେବ । ଯଦି ଆମକୁ ଆତଙ୍କକବାଦର ସଠିକ୍ ମୁକାବିଲା କରିବାର ଅଛି ତେବେ ଆମର ଯୁବ ଅଧିକାରୀମାନଙ୍କୁ ସର୍ବୋଚ୍ଚ ପ୍ରଯୁକ୍ତିବିଦ୍ୟା ସହିତ ସଜାଇବାକୁ ପଡିବ ଏବଂ  ତାଲିମ ଦିଆଯିବା ଦରକାର ବୋଲି କହିଛନ୍ତି ଅମିତ ଶାହ 
 

TRUMP
19m ago
କେତେ ସମ୍ପତ୍ତିର ମାଲିକ ଟ୍ରମ୍ପ ? ଟ୍ରମ୍ପ ହେଉଛନ୍ତି ଆମେରିକାର ବସ୍‌
ଅର୍ଗସ ବ୍ୟୁରୋ: ପୁଣି ଥରେ ଆମେରିକାର ରାଷ୍ଟ୍ରପତି ହେଲେ ଡୋନାଲ୍ଡ ଟ୍ରମ୍ପ । ଦେଶର ୪୭ ତମ ରାଷ୍ଟ୍ରପତି ହେବା ପରେ ସେ ଆମେରିକାର ସବୁଠାରୁ ଧନୀ ରାଜନେତାଙ୍କ ମଧ୍ୟରେ ଗଣତ
AIR POLLUTION
33m ago
ଏନସିଆରରେ ବାୟୁ ପ୍ରଦୂଷଣ ରେକର୍ଡ ସ୍ତରରେ, ନିୟନ୍ତ୍ରଣ ଆଣିବା ଲାଗି ଆର୍ଟିଫିସିଆଲ ବର୍ଷା
ଅର୍ଗସ ବ୍ୟୁରୋ: ଦୀପାବଳି ପରେ ରାଜଧାନୀ ଦିଲ୍ଲୀ ଓ ଏନସିଆରରେ ବାୟୁ ପ୍ରଦୂଷଣ ରେକର୍ଡ ସ୍ତରରେ ପହଞ୍ଚିଛି। ଯାହାକୁ ନେଇ ଲୋକଙ୍କ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ଦେଖା ଗଲାଣି। ଏଭିତର
DROUPADI MURMU
49m ago
ଆଇଏନଏସ ବିକ୍ରାନ୍ତର ପରାକ୍ରମ ଦେଖିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ
ଅର୍ଗସ ବ୍ୟୁରୋ: ଗୋଆରେ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଆଇଏନଏସ ବିକ୍ରାନ୍ତର ପରାକ୍ରମ ଦେଖିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ବିକ୍ରାନ୍ତରେ ଉପସ୍ଥିତ ରହି ଗଭୀ