ଏହି ଫଳ ଶରୀର ପାଇଁ ବର ଦାନ ସଦୃଶ୍ୟ
by Argus News
Thu, May 16 | 8:49 a.m.

 ଅର୍ଗସ ବ୍ୟୁରୋ: ଋତୁ ଅନୁଯାୟୀ ସବୁ ଫଳର ମହତ୍ତ୍ବ ରହିଥାଏ। କୁହାଯାଏ ଯେଉଁ ଋତୁରେ ଯେଉଁ ଫଳ ମିଳୁଛି ତାହା ଖାଇବା ଆବଶ୍ୟକ।ଏହା ସ୍ବାସ୍ଥ୍ୟ ଉପରେ ଭଲ ପ୍ରଭାବ ପଡିଥାଏ। ଯେମିତି କି ବର୍ତ୍ତମାନ ଆତର ସିଜନ୍ ଚାଲିଛି। ଖରାଦିନ ଆସିଲେ ହିଁ ଆତ ଖାଇବାକୁ ମିଳେ। ଆଉ କେବଳ ଖରାଦିନେ ହିଁ ସୁଆଦିଆ ଲାଗେ। ।ଏହା ସ୍ଵାସ୍ଥ ପାଇଁ ଅମୃତ ଫଳ କୁହାଯାଏ। ଏହି ଫଳ ଶରୀର ପାଇଁ ବର ଦାନ ସଦୃଶ୍ୟ । 

ଡାକ୍ତରଙ୍କ କହିବା ଅନୁସାରେ ଏହି ଫଳରେ ଭିଟାମିନ ସି ଆଉ ଆଇରନ ସମେତ ଅନେକ ପୋଷକ ତ୍ତତ୍ଵରେ ଭରପୂର। ସେଥି ପାଇଁ ଏହା ଶରୀରରକୁ ଏହା ଅନେକ ଲାଭ ଯୋଗାଇ ଥାଏ । ଏହି ଫଳରେ ଆଣ୍ଟିଅକ୍ସାଇଡ ଭରପୂର ରହିଛି ।ଏହାକୁ ଖାଇବା ଦ୍ଵାରା ହାର୍ଟ ସମସ୍ୟା ଦୂର ହୋଇଥାଏ । ବଡ୍ଲ ପ୍ରେସର ରୋଗୀଙ୍କ ପାଇଁ ଆତ ବହୁତ ଭଲ ହୋଇଥାଏ । 

କୁହାଯାଏକି ମଧୁମେହ ରୋଗୀଙ୍କ ପାଇଁ ଏହା ବହୁତ ଫାଇଦା ହୋଇଥାଏ । ଆତ ଖାଇବା ଦ୍ଵାରା ମଧୁମେହର ସ୍ତର କୁ ନିୟନ୍ତ୍ରଣରେ ରଖିଥାଏ । ତାହା ସହ ହଜମ ପ୍ରକ୍ରିୟା ଭଲରେ କରିବାରେ ସାହାର୍ଯ୍ୟ କରିଥାଏ । ଯାହାକି ଅନେକ ରୋଗରୁ ମୁକ୍ତି ଦେଇଥାଏ । ତାହା ସହ ଡାଏରିୟା ଭଳି ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ । 

ଅଧିକ ପଢନ୍ତୁ ଜୀବନଶୈଳୀ ଖବର 

ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି