ବର୍ଷକରେ କୋହଲିଙ୍କ ଆୟ ୮୪୭ କୋଟି ଟଙ୍କା
by Argus News
Sat, Sep 07 | 2:20 p.m.

ଅର୍ଗସ ବ୍ୟୁରୋ:କ୍ରିକେଟରେ କିଙ୍ଗ୍ ଭାବେ ପରିଚିତ ଭାରତୀୟ ଷ୍ଟାରବ୍ୟାଟର ରନ୍ ମେସିନ ବିରାଟ କୋହଲି ଦୁନିଆର ଧନୀ ଖେଳାଳୀ ତାଲିକାରେ ରହିଛନ୍ତି । କ୍ରିକେଟର ମାନଙ୍କ ମଧ୍ୟରେ ଦୁନିଆର ସେ ସ ବୁଠୁ ଧନୀ କ୍ରିକେଟର ହୋଇଛନ୍ତି,ଅଧିକ ସମ୍ପତ୍ତି ତାଲିକାରେ ସେ ଟପ୍ ୯ରେ ରହିଛନ୍ତି। କ୍ରିକେଟ ସମେତ ବାହାରେ ଅଧିକ ଆୟ କରିବାରେ ସେ ଆଗରେ ରହିଛନ୍ତି । ବର୍ଷକରେ କୋହଲିଙ୍କ ଆୟ ରହିଛି ୮୪୭ କୋଟି ଟଙ୍କା। ଏଥିରେ ସବୁଠୁ  ଆଗରେ ରହିଛନ୍ତି,ଖେଳାଳିଙ୍କ ଲିଷ୍ଟରେ ଟପ୍ ୧୦ରେ ବିରାଟ ଏକମାତ୍ର କ୍ରିକେଟର ।ଏଥିରେ ୨୦୨୩ ସେପ୍ଟେମ୍ବର ୧ରୁ ୨୦୨୪ ସେପ୍ଟେମ୍ବର ଯାଏ ଆୟକୁ ସାମିଲ କରାଯାଇଛି। ତାଲିକାରେ ରୋନାଲ୍ଡୋ ପ୍ରଥମ ସ୍ଥାନରେ ଥିବାବେଳେ ଜନ୍ ରୋଡ୍ରିଗେଜ୍ ଦ୍ବିତୀୟ,ମେସି ତୃତୀୟ ସ୍ଥାନରେ ରହିଛନ୍ତି। କେବଳ କୋହଲି ଏକମାତ୍ର କ୍ରିକେଟର ଭାବେ ତାଲିକାରେ ନବମରେ ରହିଛନ୍ତି 

ପ୍ରଥମ ଟେଷ୍ଟ
ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ
ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟର ଟକ୍କର । ରୋହିତ ଶର୍ମାଙ୍କ ନେତୃତ୍ବର
ମଙ୍କିପକ୍ସ
ଭାରତରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ: ଭାରତରେ ଆଉଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ଘର କେରଳରେ । ସେ କିଛି ଦିନତଳେ ୟୁଏଇରୁ ଫେରିଛନ୍ତି । ତାଙ୍କୁ ଆଇସୋଲେସନରେ ରଖ
ଚନ୍ଦ୍ରଯାନ
ଚନ୍ଦ୍ରଯାନ ୪ର ମିଶନ ପାଇଁ କେନ୍ଦ୍ର କ୍ୟାବିନେଟ୍‌ର ମଂଜୁରୀ
ନୂଆଦିଲ୍ଲୀ: ମହାକାଶରେ ଆହୁରି ଶକ୍ତିଶାଳୀ ହେବ ଭାରତ । ଚନ୍ଦ୍ରଯାନ ୪ ମିଶନକୁ କେନ୍ଦ୍ର କ୍ୟାବିନେଟର ମିଳିଛି ମଂଜୁରୀ । ବହୁ ପ୍ରତିକ୍ଷୀତ ଏହି ମିଶନ ପାଇଁ ୨୧୦୪କୋଟି ଟଙ୍କା ବ୍ୟ