ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ଦର୍ଶନ କରି ନିର୍ବାଚନ ମୈଦାନକୁ ଓହ୍ଲାଇଲେ ଆକାଶ ଦାସ ନାୟକ
by Argus News
Tue, Apr 09 | 4:20 p.m.

ଅର୍ଗସ ବ୍ୟୁରୋ : ଆଜି ଆକାଶ ଦାସ ନାୟକ ନିଜର ସମର୍ଥକମାନଙ୍କ ସହ ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କୁ ଦର୍ଶନ କରି ଆର୍ଶୀବାଦ ନେବା ସହ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ଆକାଶ ପୂର୍ବରୁ କୋରେଇର ବିଧାୟକ ଭାବେ କାର୍ଯ୍ୟ କରିଥିଲେ, ଚଳିତ ନିର୍ବାଚନରେ ମଧ୍ୟ ତାଙ୍କୁ ନିଜର ଜନ୍ମମାଟିରେ ଜନସାଧାରଣ ଭରସା କରି ବିଜୟୀ କରିବେ ବୋଲି ସେ ଆଶାବାଦୀ ଅଛନ୍ତି ।

ଆକାଶ ଦାସ ନାୟକ ନିଜର ସମର୍ଥକମାନଙ୍କ ସହ ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କୁ ଦର୍ଶନ କରିଛନ୍ତି । ଆକାଶ ପୂର୍ବରୁ କୋରେଇର ବିଧାୟକ ଭାବେ କାର୍ଯ୍ୟ କରି ଲୋକଙ୍କ ପ୍ରିୟ ହୋଇଥିବା ବେଳେ ଚଳିତ ନିର୍ବାଚନରେ ମଧ୍ୟ ତାଙ୍କୁ ଜନ୍ମ ମାଟିରେ ଜନସାଧାରଣ ଭରସା କରିବେ ବୋଲି ସେ ଆଶାବାଦୀ ଅଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ସେପଟେ ବିଜେଡି ଛାଡି ବିଜେପିରେ ମିଶିବା ପରେ କୋରେଇ ନିର୍ବାଚନ ମଣ୍ଡଳୀ ପାଇଁ ଆକାଶ ଦାସ ନାୟକ ବିଜେପିରୁ ଟିକେଟ ପାଇଛନ୍ତି । କୋରେଇର ପୂର୍ବତନ ବିଧାୟିକା ସଂଚିତା ମହାନ୍ତି ଓ ତାଙ୍କ ସମର୍ଥକ ଆକାଶଙ୍କୁ ସ୍ୱାଗତ କରିଛନ୍ତି । ବ୍ୟାସନଗର ପୌର ପରିଷଦ ମୁଣ୍ଡମାଳ ସ୍ଥିତ ବିଜେପି କାର୍ଯ୍ୟାଳୟରେ ଦଳୀୟ କର୍ମୀ ମାନଙ୍କୁ ଭେଟିଛନ୍ତି ଆକାଶ । 

ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି