ପାଖଉଛି ଦାନା, ବଢୁଛି ଭୟ
by Argus News
Thu, Oct 24 | 4:59 p.m.

ମୟୂରଭଞ୍ଜ: ପାଖଉଛି ଦାନା । ବଢୁଛି ଭୟ । ବର୍ତ୍ତମାନ ବାତ୍ୟା ଦାନା ପାରାଦୀପରୁ 180 କିମି ଦୂରରେ ଅଛି । ଆକଳନ ଅନୁଯାୟୀ ଆଜି ମଧ୍ୟରାତ୍ରୀରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବ । 24 ରାତିରୁ 25 ସକାଳ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା । 


ତେବେ ଏହାର ପ୍ରଭାବରେ ଅନେକାଂଶ ସ୍ଥାନରେ ବର୍ଷା ସାଙ୍ଗକୁ ପବନ ଆରମ୍ଭ ହୋଇଗଲାଣି । କେଉଁଠି ବଡ ବଡ ଗଛ ଉପୁଡିପଡିଲାଣି ତ କେଉଁଠି ରାସ୍ତା ଅବରୋଧ ହେଲାଣି । ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍ ବୈଶିଙ୍ଗା ଥାନା ଅଞ୍ଚଳର ବୈଶିଙ୍ଗା-ରୁପ୍ସାର ମୁଖ୍ୟ ରାସ୍ତା କଦଳିଆ ଛକ ଠାରେ ଦେଖୁ ଦେଖୁ ରାସ୍ତା ଉପରେ ଗଡି ପଡ଼ିଲା ଦୀର୍ଘ ବର୍ଷର ବରଗଛ । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସେହି ବାଟ ଦେଇ ଯାଉଥିବାବେଳେ ଗାଡି ଅଧ ରାସ୍ତାରୁ ଫେରିଯାଇଛି । ଓଡ୍ରାଫ୍ ଟିମ୍ ପହଞ୍ଚି ରାସ୍ତା ସଫା କରୁଥିବା ଦେଖିବାକୁ ମିଳିଛି ।  

 

CYCLONE UPDATE
7m ago
ବାତ୍ୟା 'ଦାନା': ନିଜେ ଉପସ୍ଥିତ ରହି ସ୍ଥିତି ପରକ୍ଷିବା ସହ ଟିକି ନିକି ବୁଝୁଛନ୍ତି ମୁଖ୍ୟମନ୍ତ୍ରୀ
ଅର୍ଗସ ବ୍ୟୁରୋ: ଉପକୂଳରେ ମାଡ ହେଲା ବାତ୍ୟା ଦାନା । ଦାନା ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । 5 ଘଣ୍ଟା ଧରି ଚାଲିବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଭୋର
CYCLONE UPDATE
50m ago
'ଦାନା' ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଉପକୂଳରେ ମାଡ ହେଲା ବାତ୍ୟା ଦାନା । ଦାନା ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । 5 ଘଣ୍ଟା ଧରି ଚାଲିବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଭୋର
CYCLONE DANA
ରାତି 1 ରୁ 2 ଭିତରେ ଲ୍ୟାଣ୍ଡଫଲ୍ ସମ୍ଭାବନା - ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା । ପାଣିପାଗ ବିଭାଗ ଆକଳନ ଅନୁଯାୟୀ ମଧ୍ୟ ରାତ୍ରରେ ଭିତରକନିକାରେ ଲ୍ୟାଣ୍ଡଫଳ କରିବାର ସମ୍ଭାବନା ଅଛି । ରାତି 1 ରୁ 2 ଭିତର