ଏହି ସହରରେ ଗୋଟିଏ ସପ୍ତାହ ମଦ ବିକ୍ରି ବନ୍ଦ 
by Argus News
Sun, May 26 | 6:31 p.m.

ନୂଆଦିଲ୍ଲୀ: ବେଙ୍ଗାଲୁରୁରେ ଗୋଟିଏ ସପ୍ତାହ ପାଇଁ  ମଦ ବ୍ୟାନ।  ବିଧାନସଭା ନିର୍ବାଚନ  ଏବଂ ଲୋକସଭା ନିର୍ବାଚନ ର ଭୋଟ ଗଣନା କୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି।  ଏହି ସମୟରେ  ସହରର ସମସ୍ତ  ମଦ ଦୋକାନ  ବନ୍ଦ ରହିବ ।

କିନ୍ତୁ ପବ୍‌ ଏବଂ ବାର୍‌ ଖୋଲା ରହିବ ।  ପବ୍‌ ଏବଂ ବାର୍‌ ରେ କେବଳ ସପ୍ଟ ଡ୍ରିଙ୍କ ଏବଂ  ଭୋଜନ  ପରସାଯିବ। ସାଧରଣ ନିର୍ବାଚନର ଗଣତି ଏବଂ  ଫଳାଫଳ  ୪ ଜୁନ୍‌ରେ ଆସିବ।   

ଅଧିକ ପଢନ୍ତୁ ଭାରତ ଖବର

ପ୍ରଥମ ଟେଷ୍ଟ
ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ
ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟର ଟକ୍କର । ରୋହିତ ଶର୍ମାଙ୍କ ନେତୃତ୍ବର
ମଙ୍କିପକ୍ସ
ଭାରତରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ: ଭାରତରେ ଆଉଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ଘର କେରଳରେ । ସେ କିଛି ଦିନତଳେ ୟୁଏଇରୁ ଫେରିଛନ୍ତି । ତାଙ୍କୁ ଆଇସୋଲେସନରେ ରଖ
ଚନ୍ଦ୍ରଯାନ
ଚନ୍ଦ୍ରଯାନ ୪ର ମିଶନ ପାଇଁ କେନ୍ଦ୍ର କ୍ୟାବିନେଟ୍‌ର ମଂଜୁରୀ
ନୂଆଦିଲ୍ଲୀ: ମହାକାଶରେ ଆହୁରି ଶକ୍ତିଶାଳୀ ହେବ ଭାରତ । ଚନ୍ଦ୍ରଯାନ ୪ ମିଶନକୁ କେନ୍ଦ୍ର କ୍ୟାବିନେଟର ମିଳିଛି ମଂଜୁରୀ । ବହୁ ପ୍ରତିକ୍ଷୀତ ଏହି ମିଶନ ପାଇଁ ୨୧୦୪କୋଟି ଟଙ୍କା ବ୍ୟ