ଝୁଲି ଝୁଲି ଆସିଲେ କାଳିଆ ସାଆନ୍ତ
by Argus News
Sun, Jul 07 | 1:27 p.m.

ଅର୍ଗସ ବ୍ୟୁରୋ : ଭିଜିଲା ଭକ୍ତଙ୍କ ଆଖି, ଦେଖି ଚକାନୟନ । ଝୁଲି ଝୁଲି ଆସିଲେ କାଳିଆ ସାଆନ୍ତ । ଟାହିଆ ହଲେଇ ଝୁଲି ଝୁଲି ଭକ୍ତଙ୍କ ପାଖକୁ ଆଶୁଛନ୍ତି କାଳିଆସୁନା । ଟିକେ ସମସ୍ତଙ୍କୁ ଆଖି ପୁରେଇ ଦେଖିବା ପାଇଁ । କେତେଦିନରୁ ଭକ୍ତଙ୍କୁ ଦେଖିନଥିଲେ , ସେଥିପାଇଁ ଚକାଚକା ଆଖିରେ ସମସ୍ତଙ୍କୁ ଦେଖୁଛନ୍ତି କାଳିଆ ଠାକୁର । ଚାଲିଛି ମହାପ୍ରଭୁଙ୍କ ପହଣ୍ଡି । କୋଟି କୋଟି ଭକ୍ତଙ୍କ ଅପେକ୍ଷା ଅନ୍ତ ହୋଇଛି । ଚକାଆଖିକୁ ଦେଖି ଆତ୍ମବିଭୋର ହେଉଛନ୍ତି ଭକ୍ତ ।

ଅଧିକ ପଢନ୍ତୁ : ରଥାରୂଢ ହେଲେ ମା' ସୁଭଦ୍ରା

ରଥ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ ସହ ଦଉଡ଼ି ଟାଣି ଜୀବନକୁ କୃତାର୍ଥ କରିବାକୁ ଭକ୍ତପ୍ରାଣ ଉଚ୍ଛନ୍ନ। ହରିବୋଲ, ହୁଳହୁଳିରେ, ଘଣ୍ଟଘଣ୍ଟିରେ ଚର୍ତୁଦିଗ  ଉଠିବ ପଡିବ।

ଗ୍ୟାସ୍‌ ଲିକ୍
କେମିକାଲ ଫ୍ୟାକ୍ଟ୍ରିରୁ ଗ୍ୟାସ୍‌ ଲିକ୍ , ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣ
ଅର୍ଗସ ବ୍ୟୁରୋ : କେମିକାଲ ଫ୍ୟାକ୍ଟ୍ରିରୁ ଗ୍ୟାସ୍‌ ଲିକ୍‌ ଘଟଣା। ସଘଟଣା ସ୍ଥଳରେ ପହଞ୍ଚିଲେ ଅତିରିକ୍ତ ଜିଲ୍ଲାପାଳ। ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ପରଖିବାଛନ୍ତି। ଅଗ୍ନିଶମ
ମଟନ୍ ବିରିୟାନୀ
ଜେଲରେ କଏଦୀଙ୍କୁ ମିଳିବ ମଟନ୍ ବିରିୟାନୀ
ଅର୍ଗସ ବ୍ୟୁରୋ : କଏଦୀଙ୍କ ପାଇଁ ଦଶହରା ଭେଟି । ଜେଲରେ ମିଳିବ ବିରିୟାନୀର ମଜା । ପଶ୍ଚିମବଙ୍ଗ ସରକାରଙ୍କ ନିଷ୍ପତ୍ତି । ଅକ୍ଟୋବର ୯ରୁ ୧୨ ତାରିଖ ଯାଏଁ ଜେଲରେ କଏଦୀଙ୍କୁ ମିଳିବ ସ୍ବାଦିଷ୍
ହରିୟାଣା ନିର୍ବାଚନ
ହରିୟାଣା ନିର୍ବାଚନ ; ସଂଧ୍ୟା ୬ଟା ସୁଦ୍ଧା ହୋଇଛି ୬୫ ପ୍ରତିଶତ ମତଦାନ
ଅର୍ଗସ ବ୍ୟୁରୋ : ଶେଷ ହୋଇଛି ହରିୟାଣା ନିର୍ବାଚନ । ନିର୍ବାଚନ କମିଶନ ତଥ୍ୟ ଅନୁସାରେ ସଂଧ୍ୟା 6ଟା ସୁଦ୍ଧା ହୋଇଛି 65 ପ୍ରତିଶତ ମତଦାନ । ଗତ 1 ତାରିଖରେ ଜମ୍ମୁ କାଶ୍ମୀର ନିର୍ବାଚନ ଶେଷ ହେବ