ଟସ୍ ଜିତି ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ବ୍ୟାଟିଂ ନିଷ୍ପତ୍ତି
by Argus News
Sat, Mar 30 | 8:25 p.m.

ଅର୍ଗସ ବ୍ୟୁରୋ : ଚାଲିଛି ଆଇପିଏଲ୍ ୨୦୨୪ର ୧୧ତମ ମ୍ୟାଚ୍‌ । ଆଜି ମୁହାଁମୁହିଁ ହୋଇଛନ୍ତି ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ଏବଂ ପଞ୍ଜାବ କିଙ୍ଗ୍ସ । ଲକ୍ଷ୍ନୌର ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ ‌ଷ୍ଟାଡିୟମ୍‌ରେ ଖେଳାଯାଉଛି ଆଜିର ମ୍ୟାଚ । ଏହି ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ଅଧିନାୟକ ନିକୋଲସ ପୁରନ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ।

ପଞ୍ଜାବ କିଙ୍ଗ୍ସ ପ୍ଲେଇଙ୍ଗ୍ ୧୧ରେ ଶିଖର ଧାୱନ (ଅଧିନାୟକ), ‌ଜୋନି ବେୟାରଷ୍ଟୋ, ଲିଆମ୍ ଲିଭିଙ୍ଗଷ୍ଟୋନ୍, ସାମ୍ କୁରନ୍, ଜିତେଶ ଶର୍ମା (ୱିକେଟ୍ କିପର), ଶଶାଙ୍କ ସିଂ, ହରପ୍ରୀତ ବରାର, ହର୍ଷଲ ପଟେଲ, କାଗିସୋ ରାବାଡା, ରାହୁଲ ଚହର, ଅର୍ଶଦୀପ ସିଂ ରହିଛନ୍ତି ।

ଅଧିକ ପଢନ୍ତୁ ଖେଳ ଖବର

ସେହିପରି ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ପ୍ଲେଇଙ୍ଗ୍ ୧୧ରେ କ୍ୱିଣ୍ଟନ୍ ଡି କକ୍ (ୱିକେଟ କିପର), କେ.ଏଲ୍ ରାହୁଲ, ଦେବଦତ୍ତ ପାଦିକ୍କଲ, ଆୟୁଷ ବାଦୋନି, ନିକୋଲସ୍ ପୁରନ୍ (ଅଧିନାୟକ), ମାର୍କସ୍ ଷ୍ଟୋଇନିସ୍, କ୍ରୁନାଲ ପାଣ୍ଡ୍ୟା, ରବି ବିଶ୍ନୋଇ, ମୋହସିନ୍ ଖାନ୍, ମାୟଙ୍କ ଯାଦବ, ମଣିମାରନ ସିଦ୍ଧାର୍ଥ ରହିଛନ୍ତି।

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ