ଜୟଦୁର୍ଗା ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ମା' ଭଟ୍ଟାରିକା
by Argus News
Mon, Oct 07 | 8:09 a.m.

କଟକ: ପାର୍ବଣରେ ଚାଲିଛି ତ୍ରିପୁରା ସୁନ୍ଦରୀ ମାଆ ଭଟ୍ଟାରିକାଙ୍କର ଷୋଳପୂଜା। ମୁଳାଷ୍ଟମୀଠାରୁ ମହାନବମୀ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସ୍ଵତନ୍ତ୍ର ପୂଜା ସମସ୍ତ ରୀତିନୀତି ଅନୁସାରେ ଚାଲିଛି। ପ୍ରତିଦିନ ମା'ଙ୍କର ସୁନାବେଶ ହେବା ସହିତ ମାଛ ଭୋଗ ହେଇଥାଏ। ମା'ଙ୍କ ପାଖରେ ମାନସିକ କଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ଵାସ ରହିଛି। 

ବଡ଼ମ୍ବା ଗଡ଼ଜାତର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକା ଆଜି ଜୟଦୁର୍ଗା ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି । ପରମ ବୈଷ୍ଣବୀ ତ୍ରିପୁରା ସୁନ୍ଦରୀ ମା' ଭଟ୍ଟାରିକା। ଧାର୍ମିକ ବିଶ୍ବାସ ରହିଛି ତ୍ରେତୟା ଯୁଗରେ ମହାବୀର ପର୍ଶୁରାମଙ୍କ ଦ୍ଵାରା ସ୍ଥାପିତ ମା ଭଟ୍ଟାରିକାଙ୍କର ଷୋଳପୂଜା ସମୟରେ ସ୍ଵତନ୍ତ୍ର ପୂଜା ଅନୁଷ୍ଠିତ ହେଉଥିବା ସ୍ବତନ୍ତ୍ର ପୂଜା ପାଇଁ ଓ ମା'ଙ୍କ ଉପରେ ଥିବା ଅଖଣ୍ଡ ବିଶ୍ବାସ ଶ୍ରଦ୍ଧାଳୁମାନଙ୍କୁ ଆକର୍ଷିତ କରିଥାଏ।

ଆହୁରି ପଢନ୍ତୁ ଓଡିଶା ଖବର...

ISRAEL
25m ago
ଇସ୍ରାଏଲରେ ଗତବର୍ଷ ଅକ୍ଟୋବର ୭ରେ ହୋଇଥିବା ହମଲାକୁ ପୂରିଲା ବର୍ଷେ
ଅର୍ଗସ ବ୍ୟୁରୋ: ଇସ୍ରାଏଲରେ ଗତବର୍ଷ ଅକ୍ଟୋବର ୭ରେ ହୋଇଥିବା ହମଲାକୁ ପୁରିଲା ବର୍ଷେ । । ଆଉ ଏହି ବର୍ଷକ ଭିତରେ ବହୁତ କିଛି ବଦଳି ମଧ୍ୟ ଯାଇଛି । ବିଶେଷ କରି ମଧ୍ୟପ୍ରାଚ୍ୟର
CROCODILE
42m ago
ଦୟା ନଦୀରେ କୁମ୍ଭୀର ଆତଙ୍କ, ଲୋକେ ଭୟଭୀତ
ଅର୍ଗସ ବ୍ୟୁରୋ: ପିପିଲିରେ କୁମ୍ଭୀର ଭୟ । ପିପିଲି କଣ୍ଟି ନିକଟ ଦୟା ନଦୀରେ କୁମ୍ଭୀର ଦେଖିବାକୁ ମିଳିଛି। ବନ ବିଭାଗ ପାଖରେ ଖବର ନଥିବା ସୂଚନା । ପ୍ରଥମ ଥର ପିପିଲି ଅଂଚଳର
ବସ୍‌ ଧର୍ମଘଟ
ଧର୍ମଘଟରୁ ଓହରିଲେ ଦକ୍ଷିଣ ପଶ୍ଚିମାଞ୍ଚଳ ବସ୍‌ ମାଲିକ ସଂଘ
ଅର୍ଗସ ବ୍ୟୁରୋ: ଧର୍ମଘଟରୁ ଓହରିଲେ ଦକ୍ଷିଣ ପଶ୍ଚିମାଞ୍ଚଳ ବସ୍‌ ମାଲିକ ସଂଘ । ପରିବହନମନ୍ତ୍ରୀଙ୍କ ସହ ଆଲୋଚନା ପରେ ଧର୍ମଘଟରୁ ଓହରିଲା ସଂଘ । ଗୋଳନ୍ଥରା ସ୍ଥିତ ପରିବହନ ମନ୍ତ୍ରୀଙ୍