ମା' ବିରଜାଙ୍କ ପୀଠରେ ନୂତନ ପଞ୍ଜିକା ପାଠ
by Argus News
Tue, Mar 26 | 9:05 a.m.

ଅର୍ଗସ ବ୍ୟୁରୋ: ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ଯାଜପୁରର କ୍ଷେତ୍ରଶ୍ବରୀ ମାଆ ବିରଜାଙ୍କ ନିକଟରେ ହୋଲି ଉତ୍ସବ ଅବସରରେ ମା'ଙ୍କ ଦୋଳ ଉତ୍ସବ ପାଳନ ହୋଇଛି। ଏହି ଅବସରରେ ମାଙ୍କ ନିକଟରେ ଜ୍ୟୋତିଷ୍କଙ୍କ ଦ୍ବାରା ନୂତନ ବିରଜା ପଞ୍ଜିକା ପାଠ କରାଯାଇଛି। ଯାହାକି ଏହି ପାଞ୍ଜି ପଣା ସଂକ୍ରାନ୍ତି ଠାରୁ କାର୍ଯ୍ୟକାରୀ କରାଯିବ।

ସ୍ବତନ୍ତ୍ର ପୂଜାର୍ଚ୍ଚନା ସହ ଦୋଳ ମଣ୍ଡପରେ ମାଆଙ୍କ ବିଜେ ପ୍ରତିମାକୁ ଅଣାଯାଇ ଦୋଳ ଉତ୍ସବର ପୂଜାର୍ଚନା କରାଯିବ ସହ ଜ୍ୟୋତିଷଙ୍କ ଦ୍ବାରା ନୂତନ ପଞ୍ଜିକା ପାଠ କରାଯାଇଥିଲା। ପାଞ୍ଜି ଗଣନାକାରୀଙ୍କ ମତରେ ଚଳିତ ବର୍ଷ ଓଡିଶା ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଜଙ୍ଗଲରେ ନିଆଁ ବ୍ୟାପିବ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

MURDER CASE
16m ago
ଲଇକେରାରେ ଚାଞ୍ଚଲ୍ୟ : ଗାଁ ଦାଣ୍ଡରେ ହତ୍ୟା, ଦୁବୃର୍ତ୍ତ ଫେରାର
ଅର୍ଗସ ବ୍ୟୁରୋ : ଲଇକେରା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ଗଞ୍ଜୁଡିହି ଗ୍ରାମରେ ସକାଳୁ ଗାଁ ଦାଣ୍ଡରେ ହତ୍ୟା । ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଦୁବୃର୍ତ୍ତ ଫେରାର। ମୃତକ ହେଲେ ଲଇକେରା ଥାନ
TEACHER
ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କର ଛିଟା, ଛାତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ ଶିକ୍ଷକ
ଅର୍ଗସ ବ୍ୟୁରୋ: ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କର ଛିଟା । ସୀତାମଢ଼ି ଜିଲ୍ଲାରେ ଜଣେ ଗୁରୁ ନିଜ ଶିଷ୍ୟଙ୍କ ସହ ଏପରି ଘୃଣ୍ୟ କାର୍ଯ୍ୟ କରିଛନ୍ତି । ଯାହା ଶୁଣି ସମସ୍ତ
MOON
ଆପଣ ଜାଣନ୍ତି କି ଆପଣ ଚନ୍ଦ୍ରର କେବଳ ଗୋଟିଏ ଅଂଶ ଦେଖିପାରନ୍ତି
ଅର୍ଗସ ବ୍ୟୁରୋ: ଆପଣ ନିଶ୍ଚିତ ଭାବରେ ଅନେକ ଥର ଚେହେରା ପରି ଚନ୍ଦ୍ର ବିଷୟରେ ଶୁଣିଥିବେ । କିନ୍ତୁ ଆପଣ ଜାଣନ୍ତି କି ଆପଣ ଚନ୍ଦ୍ରର କେବଳ ଗୋଟିଏ ଅଂଶ ଦେଖିପାରନ୍ତି । ଏହାର ଅନ୍ୟ ଅଂ