ପ୍ରଚଣ୍ଡ ବହୁମତ ଆଡକୁ ଆଗେଇ ଚାଲିଛି ବିଜେପି, ମଧ୍ୟପ୍ରଦେଶ-ରାଜସ୍ଥାନରେ ଆଗୁଆ 
by Argus News
Sun, Dec 03 | 10:50 a.m.

 ନୂଆଦିଲ୍ଲୀ:  4 ରାଜ୍ୟର ଜନାଦେଶ: ଚାଲିଛି ଭୋଟ୍ ଗଣତି  । ମଧ୍ୟପ୍ରଦେଶରେ  ୧୬୦ ରେ ବିଜେପି ଆଗୁଆ ଅଛି।  ରାଜସ୍ଥାନରେ ୧୨୦ ବିଜେପି ଆଗରେ ରହିଛି।

 ଅଧିକ ପଢନ୍ତୁ : ଚାଲିଛି ଭୋଟ ଗଣତି, ଦୁଇଟି ସ୍ଥାନରେ ଆଗରେ ଚାଲିଛି ବିଜେପି

 ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ବିଜେପି  ଆଗୁଆ ରହିଥିବା ବେଳେ ଛତିଶଡରେ ବିଜେପି-କଂଗ୍ରେସର ଟକ୍କର ଚାଲିଛି। ତେଲେଙ୍ଗନାରେ କଂଗ୍ରେସ ମଧ୍ୟ ଆଗୁଆ ରହିଛି।   ଆଜି ୪ଟି ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ ଏବଂ ତେଲେଙ୍ଗନାର ଚାଲିଛି ଭୋଟ ଗଣତି ।  

ମଧ୍ୟପ୍ରଦେଶରେ  ୧୬ ବର୍ଷ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିଥିବା ଶିବରାଜ ଏବେ ପୁଣି ଭୋଟରଙ୍କ ମନ ଜିତୁଥିବାର ଦେଖିବାକୁ ମିଳୁଛି।  ୪ ଟି ରାଜ୍ୟରେ  ଭୋଟ୍‌ ଗଣତି ମଧ୍ୟରେ  ମଧ୍ୟପ୍ରଦେଶ ରହିଛି ଆଗୁଆ। ଶିବରାଜଙ୍କ ନାରା ଲଗାଇଛନ୍ତି ରାଜ୍ୟବାସୀ।   ମଧ୍ୟପ୍ରଦେଶରେ ବମ୍ଫର ବହୁମତ ସହିତ ମଧ୍ୟ ପ୍ରଦେଶରେ ପୁଣି ବିଜେପିଫେରୁଛି।    

 

LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର
SAMEER
ନିର୍ବାଚନ ଲଢ଼ିବେ ସମୀର ୱାଙ୍ଖଡେ
ଅର୍ଗସ ବ୍ୟୁରୋ: ନିର୍ବାଚନ ଲଢ଼ିବେ ସମୀର ୱାଙ୍ଖଡେ। ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯନଙ୍କୁ ଗିରଫ କରି ଚର୍ଚ୍ଚାକୁ ଆସିଥିଲେ। ଏକ ଡ୍ରଗ୍ସ ଡିଲ୍ ମାମଲାରେ 2021