ଆଉ ଧମକାଇ ପାରିବେ ନାହିଁ ମମତା ବାନାର୍ଜୀ
by Argus News
Mon, Dec 02 | 7:10 a.m.

ଅର୍ଗସ ବ୍ୟୁରୋ:  ଆଉ ଧମକାଇ ପାରିବେ ନାହିଁ ମମତା ବାନାର୍ଜୀ। ଆଳୁ ସଂକଟ ଦୂର କରିବାକୁ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଆଜି ଉତ୍ତର ପ୍ରଦେଶରୁ ଆସି ଓଡ଼ିଶାରେ ପହଞ୍ଚିବ 300 ଟ୍ରକ୍ ଆଳୁ। ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କହିଛନ୍ତି ଚଢ଼ା ଦରରେ କେହି ଆଳୁ ବିକ୍ରି କଲେ ସରକାର ନେବେ କଡ଼ା କାର୍ଯ୍ୟାନୁଷ୍ଠାନ। ଚଳିତ ବର୍ଷ ଦ୍ବିତୀୟ ଥର ପାଇଁ ଓଡ଼ିଶାକୁ ଆଳୁ ଚାଲାଣ ବନ୍ଦ କରି ଦେଇଛନ୍ତି ମମତା ସରକାର। ତେଣୁ ପଶ୍ଚିମବଙ୍ଗର ମନମାନୀ ଭାଙ୍ଗିବାକୁ ୟୁପିକୁ ବିକଳ୍ପ ଭାବେ ବାଛିଛନ୍ତି ରାଜ୍ୟ ସରକାର। ତେଣୁ ଟିଏମସି ସରକାର ବେଶୀ ଦିନ ଏପରି ମନମାନୀ କରିପାରିବେ ନାହିଁ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ। ପଶ୍ଚିମବଙ୍ଗର ମନମାନୀ ଯୋଗୁଁ ରାଜ୍ୟ ସାରା ଦେଖାଦେଇଛି ଆଳୁ ସଂକଟ। କେଉଁଠି ଆଲୁ କିଲୋ ପିଛା ୪୦ ତ କେଉଁଠି ୪୫ ଟଙ୍କାରେ ହେଉଛି ବିକ୍ରୀ। 

KONARK
44m ago
ଆରମ୍ଭ ହେଲା ୩୫ତମ କୋଣାର୍କ ଉତ୍ସବ
ଅର୍ଗସ ବ୍ୟୁରୋ: ଆରମ୍ଭ ହେଲା ୩୫ ତମ କୋଣାର୍କ ଉତ୍ସବ । ଭାରତୀୟ ଶାସ୍ତ୍ରୀୟ ନୃତ୍ୟର କମ୍ପିଲା ମୁକ୍ତାକାଶ ରଙ୍ଗମଞ୍ଚ । ପ୍ରତିବର୍ଷ ପରି ଚଳିତବର୍ଷ ଡିସେମ୍ବର ୧ ତାରିଖରୁ
RAIN
ରାଜ୍ୟର ବିଭିନ୍ନ ସ୍ଥାନରେ ଝିପି ଝିପି ବର୍ଷା ଜାରି
ଅର୍ଗସ ବ୍ୟୁରୋ: ତାମିଲନାଡୁ ମୁହାଁ ହୋଇଥିବା ବାତ୍ୟା ଫେଙ୍ଗଲର ପ୍ରଭାବରେ ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ସାଙ୍ଗକୁ ଝିପଝିପ ବର୍ଷା ଲାଗିରହିଛି
STUDENTS
ଜୁନିୟର ଡାକ୍ତର ଛାତ୍ରମାନେ ସିନିୟର୍ ଛାତ୍ରଙ୍କ ରାଗିଂର ହେଉଥିଲେ ଶିକାର
ଅର୍ଗସ ବ୍ୟୁରୋ: Mkcg ରେ ପୁଣି ରାଗିଙ୍ଗ ଅଭିଯୋଗ। ପୂର୍ବରୁ ବହୁବାର ଜୁନିୟର ଡାକ୍ତର ଛାତ୍ରମାନେ ସିନିୟର୍ ଛାତ୍ରଙ୍କ ରେଗିଂର ଶିକାର ହେଉଥିବା ଅଭିଯୋଗ ହୋଇଥିଲା। ବହୁ ସିନିୟର
POTATO
ଉତ୍ତରପ୍ରଦେଶରୁ ଆସି ଓଡ଼ିଶାରେ ପହଞ୍ଚିଲା ଆଳୁ
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶରୁ ଆସି ଓଡ଼ିଶାରେ ପହଞ୍ଚିଲା ଆଳୁ । ଭୁବନେଶ୍ବର, କଟକ ସମେତ ବିଭିନ୍ନ ସ୍ଥାନରେ ପହଁଞ୍ଚିଲା ଆଳୁ ଗାଡ଼ି । କଟକ ଛତ୍ରବଜାରରେ ସକାଳୁ ସକାଳୁ ଗୋଟି
MAHARASHTRA
ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା
ଅର୍ଗସ ବ୍ୟୁରୋ: ସୋମବାର ମୁମ୍ବାଇରେ ମହାୟୁତି ବୈଠକ ଉପରେ ସମସ୍ତଙ୍କ ନଜର । ସପ୍ତାହେ ବ୍ୟାପୀ ଲାଗି ରହିଥିବା ସସପେନ୍ସ ଉପରୁ ପରଦା ହଟିବ ବୋଲି ବଡ଼ ସଂକେତ ଦେଇଛନ୍ତି କାମଚଳ