ମଣିପାଲ ଟାଇଗର୍ସକୁ 2 ରନ୍‌ରେ ହରାଇଲା କୋଣାର୍କ ସୂର୍ଯ୍ୟାସ
by Argus News
Sat, Sep 21 | 9:05 a.m.

ଅର୍ଗସ ବ୍ୟୁରୋ: ମଣିପାଲ ଟାଇଗର୍ସକୁ ହରାଇଲା କୋଣାର୍କ ସୂର୍ଯ୍ୟାସ । ଲିଜେଣ୍ଡସ ଲିଗ୍ କ୍ରିକେଟରେ କୋଣାର୍କ ସୂର୍ଯ୍ୟାସ ଓଡ଼ିଶା ଦଳ ବିଜୟୀ । ବିଜୟ ସହ ଅଭିଯାନ ଆରମ୍ଭ କଲା କୋଣାର୍କ ସୂର୍ଯ୍ୟାସ ଓଡ଼ିଶା । ମଣିପାଲ ଟାଇଗର୍ସକୁ 2 ରନ୍‌ରେ ହରାଇଲା କୋଣାର୍କ ସୂର୍ଯ୍ୟାସ । ଲୋ ସ୍କୋରିଂ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍‌ ମଣିପାଲ ଟାଇଗର୍ସକୁ ହରାଇଲା । ମଣିପାଲ ଟାଇଗର୍ସକୁ 105 ରନ୍‌ ଟାର୍ଗେଟ୍ ଦେଇଥିଲା କୋଣାର୍କ ସୂର୍ଯ୍ୟାସ ।  ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍ ହରାଇ 102 ରନ୍ କଲା ମଣିପାଲ ଟାଇଗର୍ସ । ଉଦଘାଟନୀ ମ୍ୟାଚରେ ଜିତିଲା ଓଡ଼ିଶାର କୋଣାର୍କ ସୂରୟାସ ।

 

ତିରୁପତି ମନ୍ଦିର
4m ago
ମାଛ ତେଲରେ ଛଣା ଯାଉଛି ଠାକୁରଙ୍କ ଲଡୁ !
ନୂଆଦିଲ୍ଲୀ: ତିରୁପତି ମନ୍ଦିରକୁ ନେଇ ସାମ୍ନାକୁ ଆସିଲା ସାଙ୍ଘାତିକ ତଥ୍ୟ । ମନ୍ଦିରରେ ଯେଉଁ ଲଡୁ ମିଳୁଛି ସେହି ଲଡୁରେ ପଶୁ ଚର୍ବି ଓ ମାଛ ତେଲରେ ଛଣାଯାଉଛି । ଏମିତି ଚାଂଚଲ୍ୟକର ତଥ୍
ବଜ୍ରାଘାତ
17m ago
ଗତ 5ବର୍ଷରେ ଓଡିଶାରେ 11ଶହରୁ ଅଧିକ ଲୋକଙ୍କ ମୃତ୍ୟୁ
ମୟୂରଭଞ୍ଜ: ରାଜ୍ୟରେ ଦିନକୁ ଦିନ ବଢୁଛି ବଜ୍ରାଘାତ ଜନିତ ମୃତ୍ୟୁ। ବିଗତ ୫ ବର୍ଷ ମଧ୍ୟରେ ସମଗ୍ର ଓଡ଼ିଶାରେ ୧୧ ଶହରୁ ଅଧିକ ଲୋକ ବଜ୍ରପାତରେ ମୃତ୍ୟୁ ବରଣ କରିଛନ୍ତି । କେବଳ ମୟୂରଭଞ୍
ବୁମରା
24m ago
ରେକର୍ଡ କଲେ ବୁମରା,୧୦ମ ବୋଲର ଭାବେ ୪୦୦ ୱିକେଟ୍ କ୍ଲବରେ ହେଲେ ସାମିଲ୍
ଅର୍ଗସ ବ୍ୟୁରୋ:ବାଂଲାଦେଶ ବିପକ୍ଷ ଟେଷ୍ଟରେ ଦେଖିବାକୁ ମିଳିଛି ଭାରତର ଷ୍ଟାର ବୋଲର ଯଶପ୍ରୀତ ବୁମରାଙ୍କ କମାଲ୍ । ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ହାସନ ମହମୁଦଙ୍କୁ ଆଉଟ