ଚିଲିକାର ଶିପକୁଦା ମୁହାଣରେ ପଇଁତରା ମାରୁଛି ମେରାଇନ୍ ପୋଲିସ
by Argus News
Sat, Aug 10 | 1:22 p.m.

ଖୋର୍ଦ୍ଧା: ବାଂଲାଦେଶ-ଭାରତରୁ ଆସୁଛି ଆଶ୍ଚର୍ଯ୍ୟ କଲାଭଳି ଚିତ୍ର । ଦିନକୁ ଦିନ ଅଶାନ୍ତ ହେଉଛି ଦେଶ । ସେଥିପାଇଁ ଭାରତ ମୁଁହା ବାଂଲାଦେଶୀ । ସ୍ଥଳପଥ ଅପେକ୍ଷା ଜଳପଥରେ ଅଧିକ ଅନୁପ୍ରବେଶ କାରୀଙ୍କ ପ୍ରବେଶ ଆଶଙ୍କା ରହିଛି । ଫଳରେ ଓଡିଶା ମେରାଇନ୍ ପୋଲିସ୍ ପକ୍ଷରୁ ପୁରୀ ଜିଲ୍ଲାର ଅରଖକୁଦା ମେରାଇନି ଥାନର ଗୋଟିଏ ଟିମ୍ ସମୁଦ୍ର ଓ ଚିଲିକାର ପ୍ରବେଶ ପଥ ଶିପକୁଦା ମୁହାଣରେ ପଇଁତରା ମାରିବା ସହ ବିସ୍ତିର୍ଣ୍ଣ ଚିଲିକାରେ ଯାଞ୍ଚ ପ୍ରକ୍ରିୟା କଡାକଡି କରିଛି । 

ସନ୍ଦେହରେ ଆସୁଥିବା ଲୋକଙ୍କୁ ପରିଚୟ ପତ୍ର ମାଗିବା ସହ ବିଭିନ୍ନ ଆବଶକୀୟ ତଥ୍ୟ ମଗାଯାଇଥିବା କହିଛନ୍ତି ଅରଖକୁଦା ମେରାଇନି ଥାନା ଭାରପ୍ରାପ୍ତ ଅଧିକାରିଣୀ ସଶ୍ମିତା ବେହେରା । ଯଦି ସେଭଳି କେହି ସନ୍ଦିଗ୍ଧ ନଜରକୁ ଆସନ୍ତି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଆହୁରି ପଢନ୍ତୁ ବିଦେଶ ଖବର...

ଗ୍ୟାସ ସିଲିଣ୍ଡର
ଗ୍ୟାସ ସିଲିଣ୍ଡର ବିସ୍ଫୋରଣ: ୬ ମୃତ
ଅର୍ଗସ ବ୍ୟୁରୋ: ଉତ୍ତର ପ୍ରଦେଶ ସିକନ୍ଦରାବାଦର ଆଶାପୁରୀ କଲୋନୀରେ ଏକ ଘରେ ଘଟିଥିବା ସିଲିଣ୍ଡର ବିସ୍ଫୋରଣରେ ଅତି କମରେ ୬ଜଣଙ୍କର ମୃତ୍ୟୁ ଘଟିଛି। ବୁଲନ୍ଦସହର ଜିଲା ମାଜିଷ୍ଟ୍ରେଟ ଏଏନଆ
ବେଙ୍ଗାଲୁରୁରେ ନିର୍ମାଣ
ବେଙ୍ଗାଲୁରୁରେ ନିର୍ମାଣାଧୀନ କୋଠା ଭୁଶୁଡ଼ିଲା: ଜଣେ ମୃତ
ଅର୍ଗସ ବ୍ୟୁରୋ: ବେଙ୍ଗାଲୁରୁରେ ଗତ କିଛି ଦିନ ହେଲା ପ୍ରବଳ ବର୍ଷା ଜାରି ରହିଛି । ଏଥିପାଇଁ ଜନଜୀବନ ପ୍ରଭାବିତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ସହରରେ ଏକ ନିର୍ମାଣାଧୀନ ବହୁତଳ କୋଠା ଭୁଶୁଡ଼
AUSTRALIA
ଅଷ୍ଟ୍ରେଲିଆରେ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ
ଅର୍ଗସ ବ୍ୟୁରୋ: ଅଷ୍ଟ୍ରେଲିଆରେ ପହଞ୍ଚିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଗତ ଦୁଇ ଦିନ ଧରି ସିଙ୍ଗାପୁରରେ ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଆଜି ଅଷ୍ଟ୍ରେଲିଆର ମେଲବର୍ଣ୍ଣର