ପିଲା ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଲାଭଦାୟକ ହୋଇଥାଏ କ୍ଷୀର
by Argus News
Sat, Mar 02 | 8:05 a.m.

ଅର୍ଗସ ବ୍ୟୁରୋ : ପିଲାମାନଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଲାଭଦାୟକ ହୋଇଥାଏ କ୍ଷୀର । କ୍ଷୀର ଏକ ପୃଷ୍ଟିକର ଖାଦ୍ୟ ହୋଇଥିବାରୁ ରାତିରେ ଏହାକୁ ପିଇବା ଅତ୍ୟନ୍ତ ଲାଭଦାୟକ । କ୍ୟାଲସିୟମ୍‌, ପ୍ରୋଟିନ୍‌, ଭିଟାମିନ୍‌ ଡି ଏବଂ ଅନ୍ୟାନ୍ୟ ଖଣିଜ ପଦାର୍ଥର ଏକ ଉକ୍ରଷ୍ଟ ଉତ୍ସ ହେଉଛି କ୍ଷୀର । ରାତିରେ କ୍ଷୀର ପିଇବାର ଗୁରୁତ୍ୱପୂର୍ଣ୍ଣ ଉପକାର ହୋଇଥାଏ ।

ଅଧିକ ପଢନ୍ତୁ ଭାରତ ଖବର

ଏହା ସହିତ କାର୍ବୋହାଇଡ୍ରେଟ୍ ଏବଂ ଫ୍ୟାଟ୍ ମଧ୍ୟ ଏଥିରେ ପ୍ରଚୁର ପରିମାଣରେ ମିଳିଥାଏ | ଅବଶ୍ୟ, ଗ୍ରୀଷ୍ମ ଋତୁରେ କ୍ଷୀରକୁ ଅନେକ ଥର ଗରମ କରିବାକୁ ପଡେଥାଏ । କାରଣ ଆପଣ ଯଦି କ୍ଷୀରକୁ ଗରମ ନ କରିବେ ତାହା ଗରମ କାରଣରୁ କଟି ଯିବା ସମ୍ଭାବନା ରହିଥାଏ । ଯାହା ଫଳରେ କ୍ଷୀରକୁ ଅନେକ ଘର ଗରମ କରିବାକୁ ପଡ଼ିଥାଏ ।

ED
11m ago
୧୨ ଦୁର୍ନୀତିଖୋରଙ୍କ ଘରେ ପଶିବ ଇଡି
ଅର୍ଗସ ବ୍ୟୁରୋ: ବିଜେଡିରେ ଛନକା । ୧୨ ଦୁର୍ନୀତିଖୋରଙ୍କ ଘରେ ପଶିବ ଇଡି, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ପହଞ୍ଚିଲା ୧୨ କୋଟିପତି ସରକାରୀ ବାବୁଙ୍କ ମାମଲା । ଇଡି ପକ୍ଷରୁ ସେସବୁ ମାମଲା
ସର୍ବଭାରତୀୟ ନିଟ
35m ago
ସର୍ବଭାରତୀୟ ନିଟ ପରୀକ୍ଷାରେ ସଫଳ ହେବା ସହ ଡାକ୍ତର ହେବେ ଦିପୁ
ଅର୍ଗସ ବ୍ୟୁରୋ: ଜୀବନର ସଂଘର୍ଷ ତାଙ୍କୁ ଶିଖାଇଦେଇଛି ବଞ୍ଚିବା। ଯେଉଁ ବୟସରେ ବାପାଙ୍କ ହାତ ଧରି ଏ ଦୁନିଆକୁ ଦେଖିବା କଥା। ସେ ବୟସରେ ବିଧାତା ବି ତାଙ୍କୁ କଷଣ ଦେଇଛି। କିନ୍ତୁ ବାପାଙ୍
ମାଓ ପ୍ରବଣ ଅଞ୍ଚଳରେ
ମାଓ ପ୍ରବଣ ଅଞ୍ଚଳରେ ଗଞ୍ଜେଇ ଚାଷ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠନ
ଅର୍ଗସ ବ୍ୟୁରୋ: ମାଓ ପ୍ରବଣ ଅଞ୍ଚଳରେ ଗଞ୍ଜେଇ ଚାଷ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠନ। ଗଞ୍ଜେଇ ଚାଷ ଉପରେ ଅଙ୍କୁଶ ଲଗାଇ ମାଓବାଦୀଙ୍କ ଆୟ ଉପରେ ଲାଗିବ କଟକଣା। ଗଞ୍ଜେଇ ଚାଷ ବନ୍ଦ ହେଲ