ଭାରତ ଯୋଡୋ ଯାତ୍ରାରେ ସାଂସଦ ଧୀରଜ ସାହୁଙ୍କ ଟଙ୍କା ଲାଗିଛି : ନିଶିକାନ୍ତ ଦୂବେ
by Argus News
Fri, Dec 08 | 9:36 p.m.

ନୂଆଦିଲ୍ଲୀ:  ସାହୁ ମଦ ସାମ୍ରାଜ୍ୟ ଟଙ୍କାରେ ଭାରତ ଯୋଡୋ ଯାତ୍ରା । ଝାଡ଼ଖଣ୍ଡର ସାହୁ ଫ୍ୟାମିଲି ସ୍କାମକୁ ନେଇ ୩ ରାଜ୍ୟ ଉଠୁଥିବା ପଡୁଥିବା ବେଳେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ଯାତ୍ରାରେ ସାଂସଦ ଧୀରଜ ସାହୁଙ୍କ ଟଙ୍କା ଲାଗିଥିବା ନେଇ କହିଛନ୍ତି ବଜେପି ସାଂସଦ ନିଶିକାନ୍ତ ଦୂବେ। ରାହୁଲଙ୍କ ଭାରତ ଯୋଡୋ ଯାତ୍ରାରେ ସାହୁ ଆଣ୍ଡ କୋର ଜୋଡିହେବା କଂଗ୍ରେସର ଅସଲ ମୁଖା ଖୋଲିଛି ବୋଲି ପ୍ରତିକ୍ରିୟା ଦେଇଛନ୍ତି ବିଜେପି ନେତା। 

ଓଡ଼ିଶା ସମେତ ଦେଶର 3 ରାଜ୍ୟରୁ ଜବତ ହୋଇଛି ବିପୁଳ ପରିମାଣର ନଗଦ ଟଙ୍କା । ବୁଧବାରଠାରୁ ଜାରି ରହିଛି ଚଢ଼ାଉ । ଆୟକର ଟିକସ ଫାଙ୍କିଥିବା ଅଭିଯୋଗରେ ଝାଡ଼ଖଣ୍ଡର କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ମଦ ପ୍ରସ୍ତୁତି କାରଖାନା ଶିବଗଙ୍ଗା ଆଣ୍ଡ କୋର ବିଭିନ୍ନ ଶାଖା ଓ ସହଯୋଗୀ ସଂସ୍ଥାରେ ଚଢ଼ାଉ ପରେ ସାମ୍ନାକୁ ଆସିଛି ଚକିତ କରିବା ପରି ତଥ୍ୟ। 

ଅଧିକ ପଢନ୍ତୁ ଭାରତ ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ