ବିବାହ ବନ୍ଧନରେ ବାନ୍ଧି ହେଲେ ମୁକ୍ତି ମୋହନ
by Argus News
Mon, Dec 11 | 10:35 a.m.

ଅର୍ଗସ ବ୍ୟୁରୋ: ବଲିଉଡ ସିଙ୍ଗର ନୀତି ମୋହନ ଏବଂ ଡ୍ୟାନ୍ସର ଶକ୍ତି ମୋହନଙ୍କ ଭଉଣୀ ମୁକ୍ତି ମୋହନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ଆଜି ତାଙ୍କ ପ୍ରେମିକ କୁନାଲ ଠାକୁରଙ୍କୁ ବିବାହ କରିଛନ୍ତି । ନିକଟରେ ମୁକ୍ତି ସୋସିଆଲ ମିଡିଆରେ ଏନେଇ ଫଟୋ ଶେୟାର କରିଛନ୍ତି। ଆଉ ଫଟୋ ଶେୟାର ପରେ ଏବେ ତାଙ୍କ ବିବାହର ଫଟୋ ଭାଇରାଲ ହେବାରେ ଲାଗିଛି। ମିଳିଥିବା ସୂଚନା ମୁତାବକ ମୁକ୍ତି ମୋହନଙ୍କ ପ୍ରେମିକ କୁନାଲ ଠାକୁର ବୃତ୍ତି ଅନୁଯାୟୀ ଜଣେ ଅଭିନେତା। ଇନଷ୍ଟାଗ୍ରାମରେ କୁନାଲ ମଧ୍ୟ ବହୁତ ସକ୍ରିୟ ଅଛନ୍ତି।

ମୁକ୍ତି ମୋହନ ଏବଂ କୁନାଲ ଠାକୁର ନିଜ ଇନଷ୍ଟା ହ୍ୟାଣ୍ଡେଲରେ ନିଜ ବିବାହର ବହୁତ ସୁନ୍ଦର ସୁନ୍ଦର ଫଟୋ ଶେୟାର କରିଛନ୍ତି। ଉଲ୍ଲେଖ ଥାଉ କି ମୁକ୍ତି ମୋହନ ବ୍ଲଡ଼ ବ୍ରଦର୍ସ, ସାହେବ, ବିବି ଓର ଗ୍ୟାଙ୍ଗଷ୍ଟର, ମୁରାନ୍, ଦାରୁଭୁ, ହେଟଷ୍ଟୋରି, ଟୋପିୱାଲା, କାଞ୍ଚି, ଦିଲ୍ ହୈ ହିନ୍ଦୁସ୍ତାନୀ ପ୍ରମୁଖ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି