ବାଲୁକା କଳାରେ MY VOTE MY DUTY ର ଆହ୍ଵାନ
by Argus News
Fri, Apr 26 | 7:41 a.m.

ଅର୍ଗସ ବ୍ୟୁରୋ:  ବାଲୁକା କଳାରେ MY VOTE MY DUTY ର ଆହ୍ଵାନ । ଗଣତନ୍ତ୍ରର ମହାପର୍ବରେ ସମସ୍ତେ ସାମିଲ ହେବାକୁ ବାଲୁକା ଚିତ୍ର ମାଧ୍ୟମରେ ଆହ୍ବାନ ଦେଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଦେଶରେ ଦ୍ଵିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ହେବାକୁ ଯାଉଛି।ଗଣତନ୍ତ୍ର ର ଏହି ମହାପର୍ବ ରେ ସାମିଲ୍ ହୋଇ ସମସ୍ତେ ଦେଶକୁ ମଜବୁତ୍ କରିବାରେ ନିଜର ହାତ ବଢାନ୍ତୁ ବୋଲି କହିଛନ୍ତି ସୁଦର୍ଶନ।

ଏହି ବାଲୁକାକଳା ଟି କୁ କରିବା ପାଇଁ ସୁଦର୍ଶନଙ୍କୁ ୪ ଘଣ୍ଟା ସମୟ ଲାଗିଥିବା ବେଳେ ୬ ଟନ୍ ର ବାଲି ବ୍ୟବହାର କରିଥିଲେ ସୁଦର୍ଶନ । ଏହି ବାଲୁକା କଳାରେ ସୁଦର୍ଶନ ଭୋଟ ଫର୍ ସିଓର୍ ହାସ ଟ୍ୟାଗ୍ ବ୍ୟବହାର କରିବା ସହ ଚୁନାବ କା ପର୍ବ ଦେଶ କା ଗର୍ବ ର ବାର୍ତ୍ତା ମଧ୍ୟ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

BOBBY DAS
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ