କ'ଣ ରହିଛି ସେ ଟ୍ରଙ୍କ ଭିତରେ ? ଯାହାକୁ ନେଇ ଚାଲିଛି ତଦନ୍ତ
by Argus News
Wed, Apr 17 | 5:32 p.m.

ଅର୍ଗସ ବ୍ୟୁରୋ : ଭୁବନେଶ୍ବର ବିମାନବନ୍ଦରରେ ରହସ୍ୟମୟ ଟ୍ରଙ୍କ । ଟ୍ରଙ୍କ ଭିତରେ ରହିଛି ବିପୁଳ ପରିମାଣର ସୁନା । ଆଜି ସକାଳେ ବିମାନବନ୍ଦର କଷ୍ଟମ ବିଭାଗ ପକ୍ଷରୁ ଜବତ ହୋଇଛି ଏହି ଟ୍ରଙ୍କ । ଟ୍ରଙ୍କକୁ ଜବତ କରି ତଦନ୍ତ ଚଲାଇଛି କଷ୍ଟମ ବିଭାଗ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଟ୍ରଙ୍କଟି କାହାର, କେଉଁଠୁ କେଉଁଠୁ ଯାଉଥିଲା ତାର ତଦନ୍ତ ଚାଲିଛି । ଟ୍ରଙ୍କର ମାଲିକ କିଏ ଓ କଣ ପାଇଁ ଏତେ ପରିମାଣର ସୁନା ନେଇ ଯାଉଥିଲେ ତାର ଖିଅ ଖୋଜୁଛି କଷ୍ଟମ ବିଭାଗ । ଗତକାଲି ମଧ୍ୟ ବ୍ୟାଙ୍କକରୁ ସୁନା ଆସୁଥିବା ନେଇ ମିଳିଥିବା ସୂଚନା ମିଳିବା ପରେ ଦୁଇଟି ଘଟଣାରେ ୨ ଜଣଙ୍କୁ ଅଟକ ରଖି ଚାଲିଛି ପଚରାଉଚରା । 

PM
ମୁଁ ଏହି କୁନି ପିଲା ଦୁଇଜଣଙ୍କ ବଡ଼ ପ୍ରଶଂସକ ପାଲଟି ଯାଇଛି : ପ୍ରଧାନମନ୍ତ୍ରୀ
ଅର୍ଗସ ବ୍ୟୁରୋ : ପୁଣି ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ । ସବୁବେଳେ ଚର୍ଚ୍ଚା ରହି ଆସିଛନ୍ତି ଆମ ପ୍ରଧାନମନ୍ତ୍ରୀ । ଆମେ ଆଜି କୋହୁଛି କୁନି ପ୍ରଧାନମନ୍ତ୍ରୀଙ୍କ କଥା । ଆଉ ଏହି କୁନ
MODI
ଆଜି ୟୁପିର ଲାଲଗଞ୍ଜ, ଭଦହୀ, ଜୈନପୁର ଓ ଆଜମଗଡ଼ରେ ମୋଦିଙ୍କ ମାରାଥନ ପ୍ରଚାର
ଅର୍ଗସ ବ୍ୟୁରୋ : ଉତ୍ତର ପ୍ରଦେଶର ମୋଦିଙ୍କ ମାରାଥନ ପ୍ରଚାର । ଆଜି ୟୁପିର ଲାଲଗଞ୍ଜ, ଭଦହୀ, ଜୈନପୁର ଓ ଆଜମଗଡ଼ରେ ନିର୍ବାଚନୀ ଜନସଭାରୁ ବିରୋଧୀ ସମାଜବାଦୀ ପାର୍ଟି ସମେତ ଇଣ୍ଡି ମେଣ୍
AMIT SHAH
'ଓଡ଼ିଶାରେ ଚାଲିଛି ଠେଲା ସରକାର '
ଅର୍ଗସ ବ୍ୟୁରୋ : ଓଡ଼ିଶା ଆସିଲେ, ନବୀନଙ୍କ ଉପରେ ବର୍ଷିଲେ । କେନ୍ଦ୍ରୀୟ ଯୋଜନାର ହିସାବ ଦେଲେ, ରାଜ୍ୟର ପାରିବାପଣିଆ ଦେଖାଇଦେଲେ । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିବା ପର