ମା' ଚର୍ଚ୍ଚିକାଙ୍କ ପୀଠରେ ଧୂମଧାମରେ ପାଳିତ ହେଉଛି ନବରାତ୍ର ପୂଜା
by Argus News
Mon, Oct 07 | 7:35 a.m.

କଟକ: ମା' ଚର୍ଚ୍ଚିକାଙ୍କ ପୀଠରେ ନବରାତ୍ର ପୂଜା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ । ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକାଙ୍କ ପୀଠରେ ଧୂମଧାମରେ ପାଳିତ ହେଉଛି ମା'ଙ୍କ ନବରାତ୍ର ପୂଜା । ମା'ଙ୍କୁ ଦର୍ଶନ କରିବା ପାଇଁ ଓଡିଶାର କୋଣ ଅଣକୋଣରୁ ଛୁଟିଛି ଭକ୍ତଙ୍କ ଭିଡ଼ । 14 ଦିନରେ ପହଞ୍ଚିଛି ମା'ଙ୍କ ନବରାତ୍ର ପୂଜା । ସ୍ବତନ୍ତ୍ର ନୀତିକାନ୍ତିରେ ଚାଲିଛି ମା'ଙ୍କ ପୂଜାଅର୍ଚ୍ଚନା । ମହାନଦୀରୁ ସେବାୟତଙ୍କ ଦ୍ବାରା 108 ଶୋଭଷିତ ଜଳରେ ମା'ଙ୍କୁ ସ୍ନାନ କରାଯାଇଥାଏ । କୁହାଯାଏ ଏହି ସମୟରେ ମା'ଙ୍କୁ ଦର୍ଶନ କରିଲେ କୋଟି ଜନ୍ମର ପୁଣ୍ୟ ମିଳେ ଏବଂ ମାନସିକ ପୂରଣ ହୋଇଥାଏ ।
 

ଆହୁରି ପଢନ୍ତୁ ଓଡିଶା ଖବର..

ISRAEL
25m ago
ଇସ୍ରାଏଲରେ ଗତବର୍ଷ ଅକ୍ଟୋବର ୭ରେ ହୋଇଥିବା ହମଲାକୁ ପୂରିଲା ବର୍ଷେ
ଅର୍ଗସ ବ୍ୟୁରୋ: ଇସ୍ରାଏଲରେ ଗତବର୍ଷ ଅକ୍ଟୋବର ୭ରେ ହୋଇଥିବା ହମଲାକୁ ପୁରିଲା ବର୍ଷେ । । ଆଉ ଏହି ବର୍ଷକ ଭିତରେ ବହୁତ କିଛି ବଦଳି ମଧ୍ୟ ଯାଇଛି । ବିଶେଷ କରି ମଧ୍ୟପ୍ରାଚ୍ୟର
CROCODILE
42m ago
ଦୟା ନଦୀରେ କୁମ୍ଭୀର ଆତଙ୍କ, ଲୋକେ ଭୟଭୀତ
ଅର୍ଗସ ବ୍ୟୁରୋ: ପିପିଲିରେ କୁମ୍ଭୀର ଭୟ । ପିପିଲି କଣ୍ଟି ନିକଟ ଦୟା ନଦୀରେ କୁମ୍ଭୀର ଦେଖିବାକୁ ମିଳିଛି। ବନ ବିଭାଗ ପାଖରେ ଖବର ନଥିବା ସୂଚନା । ପ୍ରଥମ ଥର ପିପିଲି ଅଂଚଳର
ବସ୍‌ ଧର୍ମଘଟ
ଧର୍ମଘଟରୁ ଓହରିଲେ ଦକ୍ଷିଣ ପଶ୍ଚିମାଞ୍ଚଳ ବସ୍‌ ମାଲିକ ସଂଘ
ଅର୍ଗସ ବ୍ୟୁରୋ: ଧର୍ମଘଟରୁ ଓହରିଲେ ଦକ୍ଷିଣ ପଶ୍ଚିମାଞ୍ଚଳ ବସ୍‌ ମାଲିକ ସଂଘ । ପରିବହନମନ୍ତ୍ରୀଙ୍କ ସହ ଆଲୋଚନା ପରେ ଧର୍ମଘଟରୁ ଓହରିଲା ସଂଘ । ଗୋଳନ୍ଥରା ସ୍ଥିତ ପରିବହନ ମନ୍ତ୍ରୀଙ୍