ଟିକେଟ୍ କସରତ : ଅନୁଗୁଳ ତାଳଚେର ଆସନକୁ ନେଇ ଅଙ୍କକଷା
by Argus News
Fri, Apr 05 | 2:42 p.m.

ଅର୍ଗସ ବ୍ୟୁରୋ : ନବୀନ ନିବାସରେ ଟିକେଟ କସରତ । ଅନୁଗୁଳ ତାଳଚେର ଆସନକୁ ନେଇ ଅଙ୍କକଷା । ଦୁଇ ବିଧାୟକ ବ୍ରଜ କିଶୋର ପ୍ରଧାନ ଓ ରଜନୀକାନ୍ତ ସିଂଙ୍କୁ ନବୀନ ନିବାସ ଡାକରା । ଜିଲ୍ଲା ସହ ପର୍ଯ୍ୟବେକ୍ଷକ ଉପସ୍ଥିତ ଥିଲେ । ଦୁଇ ଆସନରେ ଏପର୍ଯ୍ୟନ୍ତ ଟିକେଟ ଘୋଷଣା ହୋଇନଥିବାରୁ ଟିକେଟ କୁ ନେଇ ଆଲୋଚନା ହୋଇଥିବା ସୂଚନା । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଦୁଇ ଆସନରେ ପ୍ରାର୍ଥୀ ଆଦଲବଦଳ ହେବା ନେଇ ଚର୍ଚ୍ଚା । ନବୀନ ନିବାସରୁ ଫେରିବା ପରେ ବ୍ରଜ ପ୍ରଧାନ କହିଛନ୍ତି, ଟିକେଟ ସଂକ୍ରାନ୍ତରେ ସୁପ୍ରିମୋ ଯାହା ନିଷ୍ପତି ନେବେ ତାହା ଚୁଡାନ୍ତ ନିଷ୍ପତି । ତାଳଚେର ଆସନକୁ ନେଇ କୌଣସି ଦ୍ଵନ୍ଦ ନାହିଁ । ପର୍ଯ୍ୟାୟ କ୍ରମେ ତାଲିକା ଘୋଷଣା କରାଯାଉଛି ତାଳଚେର ଆଗକୁ ଘୋଷଣା କରାଯିବ । ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା ଅଛି । ଯାହା ନିଷ୍ପତି ନେବେ ତାହା ଶେଷ ନିଷ୍ପତି । ଟିକେଟ ଅଦଳ ବଦଳ ସଂକ୍ରାନ୍ତରେ କୌଣସି ସୂଚନା ନଥିବା କହିଛନ୍ତି ବ୍ରଜ । 

BOBBY DAS
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ