ଓଡ଼ିଶା ଛତିଶଗଡ ସୀମାରେ ଏନକାଉଣ୍ଟରରେ ଟଳିଲେ ନକ୍ସଲ୍
by Argus News
Tue, Jun 25 | 11:35 a.m.

ଅର୍ଗସ ବ୍ୟୁରୋ : ଓଡ଼ିଶା ଛତିଶଗଡ ସୀମାରେ ଏନକାଉଣ୍ଟରେ ଟଳିଲେ ନକ୍ସଲ୍ । ଧମତରୀରେ ଯବାନ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏନକାଉଣ୍ଟରେ ଜଣେ ନକ୍ସଲ ନିହତ ହୋଇଛି । ମୃତକ ଜଣକ ହେଲେ  ଅରୁଣ କୁମାର ମାଣ୍ଡାଭି । ସେ ସୀତାନଦୀ ଏରିଆ କମିଟିର କମାଣ୍ଡର । ତା ମୁଣ୍ଡ ଉପରେ 5 ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା । ଘଟଣାସ୍ଥଳରୁ ଗୋଟିଏ SLR, ଅସ୍ତ୍ରଶସ୍ତ୍ର, ଦୁଇଟି ମାଓ ପତ୍ରିକା, 15 ଖଣ୍ଡ ଜୀବନ୍ତ କାର୍ଟ୍ରିଜ୍ ଜବତ ହୋଇଛି ।

ଅଧିକ ପଢନ୍ତୁ : ଛତିଶଗଡରେ ପୁଣି ଏନକାଉଣ୍ଟର, ଜଣେ ମାଓବାଦୀ ନିହତ

DRG ସିଟି ଟିମ୍ ଖାଲାରୀ ପୋଲିସ୍ ଷ୍ଟେସନ୍ ଅଞ୍ଚଳର ଜଙ୍ଗଲରେ ନକ୍ସଲ ବିରୋଧୀ ଅପରେସନ୍ କରିବାକୁ ବାହାରିଥିଲେ । ସେହି ସମୟରେ ଆମଜହର ଜଙ୍ଗଲରେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ ନକ୍ସଲ । ଯବାନଙ୍କ ପାଲଟା ଗୁଳି ଚାଳନା କରିଥିଲେ । ଏହି ଗୁଳି ବିନିମୟ 40ରୁ 45 ମିନିଟ୍ ଚାଲିଥିଲା ।

ଚାଲେଞ୍ଜ
ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ
ଭୁବନେଶ୍ୱର: ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ। ପୂଜା ମଣ୍ଡପ ସୁରକ୍ଷା ଠାରୁ ଆରମ୍ଭ କରି ଟ୍ରାଫିକ ନିୟନ୍ତ୍ରଣ, ସବୁକିଛି କିଭଳି ସୁଚାରୁ ରୂପେ ସମାପନ କରାଯି
ନର୍ସିଂ ସଂଘ
ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହେଲା ନର୍ସିଂ ସଂଘ
ଭୁବନେଶ୍ୱର: ଆନ୍ଦୋଳନରୁ ଓହରିବେ ନର୍ସିଂ ସଂଘ। ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହୋଇଛି ନର୍ସିଂ ସଂଘ। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେ
ଦହି
ଉଚ୍ଚ କୋଲେଷ୍ଟ୍ରଲ କମାଇବ ଦହି
ଅର୍ଗସ ବ୍ୟରୋ: କୋଲେଷ୍ଟ୍ରଲ ଧମନୀରେ ବ୍ଲକେଜ୍ ସୃଷ୍ଟି କରେ ଏବଂ ଉଚ୍ଚ ରକ୍ତଚାପର କାରଣ ହୋଇପାରେ । ଏପରି ପରିସ୍ଥିତିରେ ଆସନ୍ତୁ ଜାଣିବା ଏହି କାମ୍ ହେବାରେ ଦହିର ବ୍ୟବହାର କିପରି ସହାୟକ ହୁ