ଏରୋସିଟିରେ ଶିରିଡି ସାଇବାବାଙ୍କ ନୂତନ ମନ୍ଦିର ଉଦଘାଟିତ
by Argus News
Thu, Apr 25 | 2:04 p.m.

ଅର୍ଗସ ବ୍ୟୁରୋ: ରାଜଧାନୀ ଦିଲ୍ଲୀ ବିମାନ ବନ୍ଦର ଏରୋସିଟିରେ ଗୁରୁଜୀ ଡକ୍ଟର ଚନ୍ଦ୍ରଭାନୁ ଶତପଥୀଙ୍କ କରକମଳରେ ଶିରିଡି ସାଇ ବାବାଙ୍କ ଏକ ନୂତନ ଭବ୍ୟ ମନ୍ଦିର ଆଜି ଉଦଘାଟିତ ହୋଇଯାଇଛି।

ଦେଶର ପ୍ରତିଷ୍ଠିତ ଜିଏମଆର ଗ୍ରୁପ ପକ୍ଷରୁ ଶିରିଡି ସାଇବାବାଙ୍କ ଏହି ମନ୍ଦିର ନିର୍ମିତ ହୋଇଛି l ଗ୍ରୁପର ଅଧ୍ୟକ୍ଷ ଜି ଏମ୍ ରାଓ ଓ ଜି. ବରାଲକ୍ଷ୍ମୀ ପାରମ୍ପରିକ ରୀତିରେ ଦକ୍ଷିଣ ଭାରତୀୟ ମଙ୍ଗଳ ବାଦ୍ୟ ସହ ଗୁରୁଜୀ ଡକ୍ଟର ଶତପଥୀଙ୍କୁ ସ୍ଵାଗତ କରିଥିଲେ l
ଦେଶର ବିଭିନ୍ନ ପ୍ରାନ୍ତରୁ ସହସ୍ରାଧିକ ଭକ୍ତ ଓ ଟ୍ରଷ୍ଟି ଏହି ଉତ୍ସବରେ ଯୋଗ ଦେଇଥିଲେ l ବହୁ ବରିଷ୍ଠ ବ୍ୟୁରୋକ୍ରାଟ ଏବଂ ଜି ଏମ୍ ଆର ଗ୍ରୁପ ର ସଦସ୍ୟ ଓ କର୍ମ କର୍ତ୍ତା ମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ l

ସୂଚନା ଯୋଗ୍ୟ ଯେ ଗତବର୍ଷ ଫେବୃୟାରୀ ମାସରେ ଗୁରୁଜୀ ଏହି ମନ୍ଦିରର ଭୂମି ପୂଜା କରିଥିଲେ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ADR REPORT
8m ago
ଆସିଲା ଏଡିଆର୍ ରିପୋର୍ଟ; ୮୬ ଜଣଙ୍କ ନାମରେ ରହିଛି ଗୁରୁତର ଅପରାଧ ମାମଲା
ଭୁବନେଶ୍ୱର: ଆସିଲା ଏଡିଆର୍ ରିପୋର୍ଟ । ଓଡ଼ିଶାରେ ତୃତୀୟ ପର୍ଯ୍ୟାୟରେ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୩୮୩ ଜଣ ବିଧାୟକ ପ୍ରାର୍ଥୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ୩୮୧ ଜ
24 ELECTION
ଆସନ୍ତା ସୋମବାର ଦିନ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ
ଅର୍ଗସ ବ୍ୟୁରୋ : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ । ଆସନ୍ତା ସୋମବାର ଦିନ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ୫ଟି ସଂସଦୀୟ କ୍ଷେତ୍ରର ୩୫ଟି ନିର୍ବାଚନ ମଣ୍ଡଳୀର
ARVIND KEJRIWAL
ଆପ୍ ସାଂସଦ ସ୍ବାତୀ ମାଲିଓ୍ବାଲ ଦୁର୍ବ୍ୟବହାର ମାମଲାରେ କାର୍ଯ୍ୟାନୁଷ୍ଠାନ
ଅର୍ଗସ ବ୍ୟୁରୋ : ଆପ୍ ସାଂସଦ ସ୍ବାତୀ ମାଲିଓ୍ବାଲ ଦୁର୍ବ୍ୟବହାର ମାମଲାରେ କାର୍ଯ୍ୟାନୁଷ୍ଠାନ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କୁ ଗିର