ଭାରତରେ ଡିଜିଟାଲ କାରବାରର ପରିମାଣ ଦ୍ରୁତ ଗତିରେ ଵଢିଵାରେ ଲାଗିଛି
by Argus News
Fri, Apr 05 | 3:39 p.m.

ଅର୍ଗସ ବ୍ୟୁରୋ: ଆପଣ ଵହୁତ ପ୍ରକାରର ନିୟମ ଦେଖିଥିଵେ ଅଉ ପାଳନ ମଧ୍ୟ କରୁଥିଵେ କିନ୍ତୁ ଏଵେ ଚେନ୍ନାଇର ଅଟୋ ଡ୍ରାଇଭରର ନିୟମ ଭାଇରାଲ୍ ହୋଉଛି ତାହାଵି ଟିକେ ଭିନ୍ନ । ଆଜିକାଲି ସମସ୍ତଙ୍କ ହାତରେ ସ୍ମାଟ୍ ଫୋନ । ମୋବାଇଲ୍ ୟୁପିଆଇ  ମାଧ୍ୟମରେ ତୁରନ୍ତ ଟଙ୍କା ସ୍ଥାନାନ୍ତର କରାଯାଇପାରୁଛି । ଦେଶର ଦ୍ରୁତଗତିରେ ଟଙ୍କା ସ୍ଥାନାନ୍ତର ହୋଇପାରୁଥିଵା ମାଧ୍ୟମ  ପାଲଟିଛି ଫୋନ ।

ଏହାର ଶୁଭାରମ୍ଭ ପରଠାରୁ ଭାରତରେ ଡିଜିଟାଲ କାରବାରର ପରିମାଣ ଦ୍ରୁତ ଗତିରେ ଵଢିଵାରେ ଲାଗିଛି । ଅନେକ ଲୋକ ନଗଦ ଟଙ୍କା ପାଖରେ ରଖୁ ନାହାନ୍ତି ଡିଜିଟାଲ୍ ଦେୟ ଉପରେ ନିର୍ଭର କରନ୍ତି ଯଦିଓ ଅନେକ ଲେକ ଏହି ସୁବିଧାକୁ ଆପଣେଇଛନ୍ତି । ଅନ୍ୟ କେତେକ  ଅଟୋ ଡ୍ରାଇଭର ଏବଂ ଦୋକାନି ମାନେ ଏହାକୁ ଵ୍ୟଵହାର କରିନାହାନ୍ତି ।  କିଛିଦିନ ତଳେ ଚେନ୍ନାଇରେ ଯାତ୍ରା କରୁଥିବା ଜଣେ ମହିଳାଙ୍କ ଏକ ଫୋଟ ସେୟାର କରିଛନ୍ତି ।ଯାହା ସୋସିଆଲ ମିଡିଆରେ ଏଵେ ଭାଇରାଲ  ହେଵାରେ ଲାଗିଛି । ଯେଉଁଥିରେ ଏକ ବାର୍ତ୍ତା ଲେଖାଯାଇଥିଲା 'ଜିପେ ଉପଲବ୍ଧ ନାହିଁ  ଏଟିମ୍ ର ଵ୍ୟଵହାର ଵନ୍ଦ କରନାହିଁ'। 

ସେ କହିଛନ୍ତି ଯେ ସେ ଏକ ଆପ୍ ମାଧ୍ୟମରେ ରାଇଡ୍ ବୁକ୍ କରିଛନ୍ତି ଏବଂ ଡ୍ରାଇଭର ୟୁପିଆଇ 
ମାଧ୍ୟମରେ ଦେୟ ନେବେ ବୋଲି ସେ ଜାଣି ନାହାଁନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ପିକଅପ୍ ସ୍ଥାନକୁ ଆସିବା ପୂର୍ବରୁ ଡ୍ରାଇଭର ତାଙ୍କୁ ଏ ବିଷୟରେ କିଛି କହି ନଥିଲେ। ପତବର୍ତ୍ତି ସମୟରେ ସେ ସଵୁ ଜାଣିଵାକୁ ପାଇଥିଲେ । 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ