ଭାରି ପଡ଼ିଲା ନିରୀହ ଲୋକଙ୍କ ନାଁରେ ଲୋନ୍ ଜାଲିଆତି, ଗିରଫ କଲା ଇଓଡବ୍ଲୁ
by Argus News
Fri, Dec 08 | 6:55 p.m.

ଅର୍ଗସ ବ୍ୟୁରୋ : ବ୍ୟାଙ୍କ ଠକେଇ ମାମଲାରେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆର ଦୁଇ ପୂର୍ବତନ କର୍ମଚାରୀ ଗିରଫ । ପୂର୍ବତନ ବ୍ୟାଙ୍କ ମ୍ୟାନେଜର ଓ ପୂର୍ବତନ ଏଗ୍ରିକଲଚରାଲ୍ ଫାଇନାନ୍ସ ଅଫିସରଙ୍କୁ ଗିରଫ କରିଛି ଇଓଡବ୍ଲୁ । କଟକ ଭଦ୍ରେଶ୍ବର ବ୍ରାଞ୍ଚରେ ଠକେଇ ନେଇ ଅଭିଯୋଗ ହୋଇଥିଲା । ସେଣ୍ଟ୍ରାଲ ବ୍ୟାଙ୍କର ଆଞ୍ଚଳିକ କାର୍ଯ୍ୟଳୟର ମୁଖ୍ୟ ଏନେଇ ଅଭିଯୋଗ କରିଥିଲେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ସେଣ୍ଟ୍ରାଲ୍ କିସାନ କ୍ରେଡିଟ୍ କାର୍ଡ ଏବଂ ଟ୍ରମ୍ ଲୋନ ଆକାଉଣ୍ଟରେ ସରକାରୀ ସବସିଡି ଟଙ୍କାକୁ ଆତ୍ମସାତ କରିଥିଲେ ଏହି ଦୁଇ ଅଧିକାରୀ । ବିନା ସ୍ବୀକୃତିରେ ଫେକ୍ ଡକ୍ୟୁମେଣ୍ଟ  ପ୍ରସ୍ତୁତି କରି ଫେକ୍ ଟ୍ରାଞ୍ଜାକ୍ସନ କରି ବ୍ୟାଙ୍କକୁ ଟଙ୍କା ଆତ୍ମସାତ କରିଥିଲେ । ୩ କୋଟି ୩୩ଲକ୍ଷ ୫୨ହାଜର ୬୦୨କୋଟି ଠକେଇ ହୋଇଥିବା ଅଭିଯୋଗ ହୋଇଥିଲା । ଏମାନଙ୍କ ପାଖରୁ ବିଭିନ୍ନ ପ୍ରକାର କାଗଜ ପତ୍ର ଜବତ ହୋଇଛି ।

ମୁମ୍ବାଇରୁ ଲଣ୍ଡନ
now
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
1m ago
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି
ରାଜଧାନୀରେ କୋଷ୍ଟଗାର୍ଡ
4m ago
ରାଜଧାନୀରେ କୋଷ୍ଟଗାର୍ଡ DIG ଓ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ଅଭିଯାଗ
ଅର୍ଗସ ବ୍ୟୁରୋ: ନୟାପଲ୍ଲୀ ଥାନା ଅଞ୍ଚଳରେ କୋଷ୍ଟଗାର୍ଡ ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ୨ଜଣ ମଦ୍ୟପ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସପିଂ ସାରି ଫେରୁଥିବା ବେଳେ କୋଷ୍ଟଗାର୍