ମାଛ ସଂରକ୍ଷଣ ଓ ପ୍ରଜନନ ପାଇଁ ଲାଗିଲା କଟକଣା
by Argus News
Mon, Apr 15 | 3:09 p.m.

ଜଗତସିଂହପୁର: ଓଡ଼ିଶା ଉପକୂଳ ପାରାଦୀପ ମାଛ ଧରା ବନ୍ଦରରେ 61 ଦିନ ପର୍ଯ୍ୟନ୍ତ ମାଛ ଧରା ପାଇଁ କଟକଣା ଜାରି କଲା ମତ୍ସ୍ୟ ବିଭାଗ । ସାଢେ଼ 8 ମିଟର ଡଙ୍ଗାରେ କେବଳ ମାଛ ଧରା ଯାଇପାରିବ । ମାଛ ସଂରକ୍ଷଣ ଓ ପ୍ରଜନନ ପାଇଁ ଲାଗିଲା କଟକଣା । ମାଛ ଧରିବା ପାଇଁ ନିର୍ଦ୍ଦେଶ ଜାରି କରିଛି ମତ୍ସ୍ୟ ବିଭାଗ । 

ସେପଟେ କଟକଣା ଲାଗିବା ପରେ ଚିନ୍ତାରେ ମତ୍ସ୍ୟ ବ୍ୟବସାୟୀ । ପ୍ରାକୃତିକ ଦୁର୍ବିପାକ ଅନ୍ୟପଟେ ମାଛ ସଂରକ୍ଷଣ ପାଇଁ କଟକଣା ଲାଗିବା ପରେ ଏବେ ଜନଶୂନ୍ୟ ପାରାଦୀପ ମାଛ ଧରା ବନ୍ଦର । କେମିତି ଚଳିବେ ମାଛ ବ୍ୟବସାୟୀ କେମିତି ଚଳିବ ପରିବାର ଯାହାକୁ ନେଇ ସମସ୍ତେ ଚିନ୍ତାରେ ପଡ଼ି ଯାଇଛନ୍ତି ।

ପାରାଦୀପ ମାଛଧରା ବନ୍ଦର ସମେତ ରାଜ୍ୟର ସମସ୍ତ ଉପକୂଳ ଜିଲ୍ଲାରେ କଟକଣା ଲାଗୁ କରାଯାଇଛି । ଏହାଦ୍ୱାରା 12 ଲକ୍ଷ ମତ୍ସ୍ୟଜୀବୀ ପ୍ରଭାବିତ ହେବେ । ମାଛ ସଂରକ୍ଷଣକୁ ଦୃଷ୍ଟିରେ ରଖି 2007 ମସିହାରୁ ଏହି କଟକଣା 45 ଦିନ ପାଇଁ ଲାଗୁହେଉଥିଲା । ହେଲେ ସମୁଦ୍ରରେ ମାଚ ବଂଶ ବୃଦ୍ଧି ନେଇ ଏହି ନିୟମରେ ଟିକେ ପରିବର୍ତ୍ତନ କରାଯାଇଛି । 2017ରୁ 61 ଦନ ପର୍ଯ୍ୟନ୍ତ ନିୟମ ଲାଗୁ ହୋଇଛି । 

ଆହୁରି ପଢନ୍ତୁ ଓଡିଶା ଖବର...
 

ଖଲ୍ଲିକୋଟ ହିଂସା ପାଇଁ
48m ago
ଖଲ୍ଲିକୋଟ ହିଂସା ପାଇଁ ଗଠନ ହେଲା SIT, ଗିରଫ ହେବେ ଫେରାର୍ ଅଭିଯୁକ୍ତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ହିଂସାକାଣ୍ଡ ଓ ହତ୍ୟାର ତଦନ୍ତ ପାଇଁ ଗଠନ ହେଲା SIT . ଏସଆଇଟି ହତ୍ୟା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ । ମାମଲାରେ ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍
AC
51m ago
ଏସିର ଥଣ୍ଡା ପବନ ଆର୍ଥ୍ରାଇଟିସ୍ ରୋଗୀଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିପାରେ
ଅର୍ଗସ ବ୍ୟୁରୋ: ଏସିର ଥଣ୍ଡା ପବନ ଆର୍ଥ୍ରାଇଟିସ୍ ରୋଗୀଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିପାରେ । ଥଣ୍ଡା ହେତୁ ଶରୀର ଏବଂ ଗଣ୍ଠିରେ ଯନ୍ତ୍ରଣା ହେବାର ସମସ୍ୟା ବଢିପାରେ । ଏସି,କୁଲରର ପବ
ଗ୍ରୀଷ୍ମ ପ୍ରବାହ
52m ago
୨୦ ରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି
ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ସକାଳେ ଖରା ଅପରାହ୍ନରେ କାଳବୈଶାଖୀ ବର୍ଷା ହେଉଥିବା ବେଳେ ଆଗାମୀ ୫ ଦିନ ଯାଏ ମେଘୁଆ ପାଗ ସହ କାଁ ଭାଁ ସ୍ଥାନରେ ବର୍ଷା ହେବା