ଶୁଭାରମ୍ଭ ହେଲା ମେଗା ଗ୍ଲୋବାଲ କନକ୍ଳେଭ ODM-MUN 2024
by Argus News
Sun, Sep 22 | 3:34 p.m.

ଅର୍ଗସ ବ୍ୟୁରୋ:  ବିଶ୍ୱଶାନ୍ତି, ଜଳବାୟୁ ପରିବର୍ତ୍ତନ ଓ ସମସ୍ତଙ୍କ ପାଇଁ ବିକାଶ ବିଷୟବସ୍ତୁକୁ ନେଇ ଭୁବନେଶ୍ବର ODM ଗ୍ଲୋବାଲ ଏଜୁକେସନାଲ ଗ୍ରୁପ ପକ୍ଷରୁ ଶୁଭାରମ୍ଭ ହେଲା ମେଗା ଗ୍ଲୋବାଲ କନକ୍ଳେଭ ODM-MUN 2024।  ଏହି କନକ୍ଳେଭରେ 5ଟି ପ୍ରମୁଖ ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନରୁ 5 ଶହ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନିଜର ମତ ରଖିଥିଲେ । ବିଶେଷକରି ଭାରତର ପ୍ରମୁଖ 10ଟି ବଡ଼ ଶିକ୍ଷାନୁଷ୍ଠାନରୁ ଛାତ୍ରଛାତ୍ରୀଙ୍କ ସମେତ ସାଉଥ ଆଫ୍ରିକା, ଆରଜେଣ୍ଟିନା, ଉଗାଣ୍ଡା, ୟୁଏସଏ ଭଳି ଦେଶରୁ ଗ୍ଲୋବାଲ ଏଜୁକେଟର ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହାଇଦ୍ରାବାଦ ସ୍ଥିତ USA CONSULATE GENERAL ଆଲେକଜଣ୍ଡାର ମ୍ୟାକଲାରେନ ଓ ସମ୍ମାନିତ ଅତିଥି ଭାବେ ଉଗାଣ୍ଡାର ଗ୍ଲୋବାଲ ଏଜୁକେଶନାଲିଷ୍ଟ ମୂଲିନ୍ଦାୱା ମୁସକା ସମୀ ଯୋଗ ଦେଇଥିଲେ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ଲିଜେଣ୍ଡସଙ୍କ ଜଲୱା
ଯୋଧପୁରରେ ଲିଜେଣ୍ଡସଙ୍କ ଜଲୱା, ବ୍ଲୁ ସିଟିରେ ଜୟ ଜୟ କାର
ଅର୍ଗସ ବ୍ୟୁରୋ: ବ୍ଲୁ ସିଟିରେ ଜୟ ଜୟ କାର। ପଠାନ ବ୍ରଦର୍ସଙ୍କ ସହ କୋଣାର୍କ ସୂୟାଜ୍ ଓଡିଶାକୁ ସପୋର୍ଟ କରିବାକୁ ବରଖୁତୁଲ୍ଲା ଖାନ ଷ୍ଟାଡିଅମରେ ପହଂଚିଥିଲେ ବହୁ ସଂଖ୍ୟାରେ ଫ୍ୟାନ
ଓଡ଼ିଆ ଅସ୍ମିତା
ଆମେରିକାରେ ବିଦେଶୀଙ୍କ ମନମୋହିଲା ଓଡ଼ିଶୀ ନୃତ୍ୟ
ଅର୍ଗସ ବ୍ୟୁରୋ: ଆମେରିକାରେ ଝଲସିଲା ଓଡ଼ିଆ ଅସ୍ମିତା । କୋଣାର୍କର ଦୃଶ୍ୟ, କୋଣାର୍କ ଚକ ସାଙ୍ଗକୁ ବିଦେଶୀଙ୍କ ମନମୋହିଲା ଓଡ଼ିଶୀ ନୃତ୍ୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆମେରିକାର
STORY
Speed 10: ଜାଣନ୍ତୁ ଦିନର ବଡ ଖବର...
ଅର୍ଗସ ବ୍ୟୁରୋ: ଜାଣି ରଖନ୍ତୁ ଆଜି ଦିନର ବଡ ଖବର... () କେନ୍ଦୁଝରରୁ ବିଜେଡିକୁ ସିଧାସଳଖ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ...କହିଲେ ଭୋଟ ରାଜନୀତି ପାଇଁ ଜଗନ୍ନାଥଙ୍କୁ ବ୍ୟବହା