ଜରି ପାଲ ତଳେ ବିତୁଛି ଅସହାୟ ବୃଦ୍ଧାଙ୍କ ଜୀବନ
by Argus News
Mon, Mar 18 | 7:20 p.m.

ଅର୍ଗସ ବ୍ୟୁରୋ: ଚାରି ହାତର ବାଉଁଶ ଘେରା ଟିଏ, ଘେରା ଉପରେ ପଡିଛି ଛିଣ୍ଡା ପ୍ଲାଷ୍ଟିକ। ମେଲା ଛାଉଣୀରେ ଭିତରେ ବିତୁଛି ରତନୀଙ୍କ ଜୀବନ। ବୟସ ୮୦ ରୁ ଉର୍ଦ୍ଧ୍ୱ, ରହିବା ପାଇଁ ଘର ଟିଏ ନାହିଁ।  ଆଜି ବି ଆବାସ ଯୋଜନାରୁ ବଞ୍ଚିତ ହୋଇ ରହିଛନ୍ତି ରତନୀ। ଏଭଳି ଜଣେ ନିରାଶ୍ରୟ, ଅସହାୟ ବୃଦ୍ଧାଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ ସରକାରଙ୍କ ପାଖରେ ଆବାସ ନାହିଁ।ସରକାରଙ୍କ ଅନେକ ଯୋଜାନା ଅଛି ହେଲେ ଆଜି ବି ଉପଯୁକ୍ତ ହିତାଧୀକାରୀ ଅବହେଳିତ।

ନିରାଶ୍ରୟଙ୍କ ପାଖରେ ଅପହଞ୍ଚ ବିକାଶ। ତେବେ ପ୍ରଶାସନ ଓ ସରକାରଙ୍କୁ ବାରମ୍ବାର ଅଭିଯୋଗ କରି ମଧ୍ୟ ଫଳ ଶୂନ।ଆବାସ ସଫଳତାର ଡିଣ୍ଡିମ ପିଟୁଥିବା ସରକାର ବାସହୀନ ରତନୀଙ୍କୁ ଆବାସ ଟିଏ ଦେବାରେ କେବେ ତତ୍ପରତା ଦେଖାଉଛନ୍ତି ତାହା ଦେଖିବାକୁ ବାକି ରହିଲା।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

ପ୍ରଧାନମନ୍ତ୍ରୀ ମୋଦି
41m ago
ପୁଣି ୧୯ ତାରିଖ ସନ୍ଧ୍ୟାରେ ଓଡିଶା ଆସୁଛନ୍ତି ମୋଦି
ଅର୍ଗସ ବ୍ୟୁରୋ : ପୁଣି ୧୯ ତାରିଖ ସଂନ୍ଧ୍ୟାରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୯ ତାରିଖରେ ରାତ୍ରିଯାପନ କରି ୨୦ରେ ଯିବେ ପୁରୀ ଜଗନ୍ନାଥ ମନ୍ଦିର । ପୁରୀ ବଡଦାଣ୍ଡର
HEALTH
୪୧ ଔଷଧର ବଦଳିଲା ମୂଲ୍ୟ
ଅର୍ଗସ ବ୍ୟୁରୋ: ମଧୁମେହ, ଶରୀରର ଯନ୍ତ୍ରଣା, ହୃଦ୍‌ରୋଗ, ଯକୃତ ସମସ୍ୟା, ଆଣ୍ଟାସିଡ୍‌, ସଂକ୍ରମଣ, ଏବଂ ଆଲର୍ଜି, ମଲ୍ଟିଭାଇଟାମିନ୍ ଏବଂ ଆଣ୍ଟିବାୟୋଟିକ୍ ପରିନ କେତକ ଔଷଧର ମୂଲ୍
ଖଲ୍ଲିକୋଟ
ଖଲ୍ଲିକୋଟ ରାଜନୈତିକ ହିଂସା ହତ୍ୟାକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ କେବେ ?
ବ୍ରହ୍ମପୁର: କାହା ଚାପରେ ଚୁପ ଗଞ୍ଜାମ ପୋଲିସ । ଖଲ୍ଲିକୋଟ ରାଜନୈତିକ ହିଂସା ହତ୍ୟାକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ କେବେ । ବିଜେପିର ଅଭିଯୋଗ ପରେ ବି ଚୁପ ବସିଛି ପୋଲିସ