ପରିବାର ଲୋକଙ୍କ ସାମନାରେ ମହିଳାଙ୍କୁ କଚାଡି଼ ମାରିଲା ଦନ୍ତା
by Argus News
Sat, Mar 09 | 9:43 a.m.

ଅର୍ଗସ ବ୍ୟୁରୋ: ପରିବାର ଲୋକଙ୍କ ସାମନାରେ ମହିଳାଙ୍କୁ କଚାଡି଼ ମାରିଲା ଦନ୍ତା । ସୁନ୍ଦରଗଡ ଜିଲ୍ଲା କୋଇଡା ରେଞ୍ଜ ପୁଣ୍ଡୁପୋଖରୀ ସାହିରେ ଅଭାବନୀୟ ଘଟଣା । ହାତୀ ଭୟରେ ଘରୁ ବାହାରି ଜୀବନ ବଞ୍ଚାଇବା ପାଇଁ ଦୌଡି ଯାଉଥିବା ବେଳେ ମହିଳାଙ୍କୁ ଶୁଣ୍ଡରେ ଟାଣିନେଲା ଦନ୍ତା । ମୃତକ  ଇତୱାରୀ ବଦ୍ରା । ରାତି3ଟା ସମୟରେ ଖାଦ୍ୟ ଅନ୍ବେଷଣ ପାଇଁ ଗାଁକୁ ପଶି ଆସିଥିଲା ଦନ୍ତା । ଗ୍ରାମବାସୀ ହାତୀ ଘଉଡାଇବାକୁ ଚେଷ୍ଟା କରୁଥିବାବେଳେ ଜୀବନ ବଞ୍ଚାଇବାକୁ ଇତୱାରୀ ଘର ଭିତରୁ ବାହାରି ଦୌଡି ପଳାଇବାକୁ ଚେଷ୍ଟା କରୁଥିଲେ  ।

କିନ୍ତୁ ଦନ୍ତାହାତୀ ମହିଳାଙ୍କୁ ଶୁଣ୍ଡରେ ଟାଣି ନେଇ କଚାଡି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟ ହୋଇଥିଲା ।  ବନବିଭାଗର ଏକ ଟିମ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

BLAST
5m ago
ପାର୍ସଲ୍‌ ବୋମା ବିସ୍ଫୋରଣରେ ବାପା-ଝିଅଙ୍କ ମୃତ
ଅର୍ଗସ ବ୍ୟୁରୋ: ଦିଲ୍ଲୀର ବିଭିନ୍ନ ଶିକ୍ଷାନୁଷ୍ଠାନରେ ବୋମା ବିସ୍ଫୋରଣ ଧମକ ମିଳିବା ପରେ ଏଵେ ଆହୁରି ଦ୍ଵନ୍ଦ ଦେଖାଦେଇଛି । ଆଜି ଗୁଜରାଟର ସବରକନ୍ଥ ଜିଲ୍ଲାରେ ଏକ ପାର୍ସଲ୍‌ ବୋମ
ଆକାଶ ଦାସ ନାୟକ
7m ago
ଆକାଶଙ୍କ ପାଇଁ ପ୍ରଚାରରେ ବାହାରିଲେ ସ୍ତ୍ରୀ
ଯାଜପୁର : ନିର୍ବାଚନ ପାଇଁ ସରଗରମ ଓଡିଶାର ରାଜନୀତି । ନିଜ ନିଜର ପ୍ରଚାର ପାଇଁ ବାହାରି ପଡିଛନ୍ତି ନେତା । ଏ ଭିତରେ ମୈଦାନକୁ ଓହ୍ଲାଇଛନ୍ତି କୋରେଇର ବିଜେପି ବିଧାୟକ ଆକାଶ ଦାସ ନାୟକଙ୍
ଆଜି ଝାଡ଼ଖଣ୍ଡ
18m ago
ଆଜି ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ବାଚନ ପ୍ରଚାର
ଅର୍ଗସ ବ୍ୟୁରୋ: ଆଜି ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ମାରାଥନ୍ ନିର୍ବାଚନ ପ୍ରଚାର । ପଶ୍ଚିମବଙ୍ଗର ବର୍ଦ୍ଧନ, କୃଷ୍ଣନଗର ଏବଂ ବାଲପୁର ନିର୍ବାଚନମଣ୍ଡଳୀରେ ସାଧାରଣ ସଭାକ