ନବୀନଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଦେବାନନ୍ଦ ମହାପାତ୍ରଙ୍କୁ ବିରୋଧ 
by Argus News
Thu, Oct 31 | 11:08 a.m.

ବ୍ରହ୍ମପୁର: କ୍ଷମତାରୁ ଗଲା ପରେ ଦୁର୍ବଳ ହେଉଛି ବିଜେଡି । ନବୀନ ପଟ୍ଟନାୟକ କ୍ଷମତାରେ ଥିବାରୁ ତାଙ୍କୁ ମିଳୁଥିଲା ଜନ ସମର୍ଥନ। ଯେଉଁଠି ଜନ ସମର୍ଥନ ମିଳୁଥିଲା ସେଠି ତାଙ୍କ ନେତୃତ୍ବକୁ ପ୍ରତିନିଧି ମାନେ ମାନୁନାହାନ୍ତି । ଯେଉଁଠି ସେ ନେତୃତ୍ବ ନେଉଥିଲେ ସେଠାରେ ସୃଷ୍ଟି ହେଉଛି ବିବାଦ । କ୍ଷମତାରୁ ଗଲା ପରେ ହିଞ୍ଜିଳି ବିଜେଡିରେ ଗୋଷ୍ଠୀ କନ୍ଦଳ ଦେଖିବାକୁ ମିଳିଛି । 


ହିଞ୍ଜିଳି ବିଧାୟକ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଦେବାନନ୍ଦ ମହାପାତ୍ରଙ୍କୁ ବିରୋଧ । ବିଜେଡି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ମିଟିଂକୁ ଆସି ନଥିଲେ । ତେଣୁ ଚର୍ଚ୍ଚା ହେଉଛି ଲୋକମାନେ ବିଜେଡି ସହ ନଥିଲେ । କ୍ଷମତାରେ ଥିବାରୁ ତାଙ୍କୁ ସେତେବେଳେ ମିଳୁଥିଲା ସମର୍ଥନ । ଆଉ କ୍ଷମତାରୁ ହଟିବା ପରେ ଗ୍ରାଉଣ୍ଡରେ ତାର ଚିତ୍ର ସ୍ପଷ୍ଟ ଦେଖାଦେଉଛି ।

ଆହୁରି ପଢନ୍ତୁ ରାଜନୀତି ଖବର...


 

ଦୀପାବଳି
6m ago
ଦେଶ ପାଳୁଛି ଦୀପାବଳି,ରଙ୍ଗୀନ ଆଲୋକ ମାଳାରେ ଝଲସୁଛି ଗାଁ ଠୁ ସହର
ଅର୍ଗସ ବ୍ୟୁରୋ:ଦେଶରେ ଦୀପାବଳି ଧୁମ୍ । ସାରା ଦେଶରେ ଧୂମଧାମରେ ପାଳନ କରାଯାଉଛି ଦୀପାବଳି । ଗାଁରୁ ସହର ସବୁଠି ଦେଖିବାକୁ ମିଳୁଛି ରଙ୍ଗ ବେରଙ୍ଗର ଆଲୋକମାଳା । ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନ
ବିଜେଡି
19m ago
ବିଜେଡିର ଆୟୁଷ ବହୁତ କ୍ଷୀଣ:ଜୟ ନାରାୟଣ ମିଶ୍ର
ଅର୍ଗସ ବ୍ୟୁରୋ:୨୯ ପର୍ଯ୍ୟନ୍ତ ତିଷ୍ଠିବନି ବିଜେଡି। ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ବୟାନ ସାମ୍ମାକୁ ଆସିଛି । କହିଛନ୍ତି ବିଜେଡିର ଆୟୁଷ ବହୁତ କ୍ଷୀଣ,ଦଳରେ ଦେଖାଦେଇଛ
ପୁଣି RCBର
48m ago
ପୁଣି RCBର Captain ହେବେ କିଙ୍ଗ କୋହଲି!
ଅର୍ଗସ ବ୍ୟୁରୋ: ଆଇପିଏଲ-୨୦୨୫ ପାଇଁ ଜାରି ହେବାକୁ ଯାଉଛି ରିଟେନସନ୍ ଲିଷ୍ଟ । ଆସନ୍ତାକାଲି ପ୍ରତ୍ୟେକ ଦଳ ନିଜ ନିଜର ରିଟେନସନ ତାଲିକା ପ୍ରକାଶ କରିବେ । ତେବେ ଏହାପୂର୍ବରୁ ରୟାଲ ଚାଲେଞ୍ଜର୍