`ଓ ହବ୍’ ରେ ପାପ ପେଡ଼ି ଖୋଲିବା ଡରରେ ଛାନିଆ ଅଧିକାରୀ 
by Argus News
Wed, Jul 10 | 3:54 p.m.

ଅର୍ଗସ ବ୍ୟୁରୋ: `ଓ ହବ୍’ ରେ ପାପ ପେଡ଼ି ଖୋଲିବା ଡରରେ ଛାନିଆ ଅଧିକାରୀ । O-HUB କେଳେଙ୍କାରୀ ନେଇ ଅର୍ଗସରେ ଖବର ପରେ ଆକ୍ସନ ମୋଡରେ ସରକାର । ଅଫିସକୁ  MSME ମନ୍ତ୍ରୀଙ୍କ ଅଚାନକ ଗସ୍ତ ପରେ ଥର ହର ଦୁର୍ନୀତି ଖୋର ଅଫିସର । 

ଚାକିରିରୁ ବିଦା ହେଲେ ଓଡ଼ିଶା ଷ୍ଟାର୍ଟ ଅପର ସିନିୟର୍ ମିଶନ ଆସୋସିଏଟ୍ । ନିଜ ଆଡୁ ଇସ୍ତଫା ଦେଲେ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷଙ୍କ OSD । ଦୁଇ ଦିନ ଭିତରେ ସମସ୍ତ ଅଭିଯୋଗର ଦସ୍ତାବିଜ୍ ଦାଖଲ ପାଇଁ ମନ୍ତ୍ରୀଙ୍କ ନିର୍ଦ୍ଦେଶ । ଅଭିଯୋଗ ପ୍ରମାଣିତ ହେଲେ 7 ଦିନ ଭିତରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ଓ-ହବ୍ ବିଲ୍ଡିଂରେ ଓଡ଼ିଶାର ନଗଣ୍ୟ ଷ୍ଟାର୍ଟଅପ୍ କୁ ମିଳିଛି ଜାଗା । ବହୁ ରାଷ୍ଟ୍ରୀୟ କମ୍ପାନୀଙ୍କୁ ଅନୁକମ୍ପା ଦେଖାଇ ଅଣଓଡ଼ିଆ ଅଧିକାରୀ ନେଉଛନ୍ତି ମଜା । 

ଆହୁରି ପଢନ୍ତୁ ଓଡିଶା ଖବର... 
 

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା