ପ୍ୟାରିସ ଅଲମ୍ପିକ୍ସ:ଆଜି ବ୍ରୋଞ୍ଜ ପାଇଁ ଖେଳିବେ ରେସଲର ଅମନ
by Argus News
Fri, Aug 09 | 5:34 p.m.


ଅର୍ଗସ ବ୍ୟୁରୋ:ଡିଟି କ୍ରୁଜଙ୍କଙ୍କ ସହ ବ୍ରୋଞ୍ଜ ପାଇଁ ଆଜି ଲଢ଼େଇ କରିବେ ଭାରତୀୟ ରେସଲର ଅମନ ଶେରାୱତ । ତାଙ୍କ ପାଖରେ ବ୍ରୋଞ୍ଜ ଜିତିବାର ସୁଯୋଗ ରହିଛି। ପୁରୁଷ ୫୭ କେଜି ବର୍ଗର ସେମି ଫାଇନାଲରେ ଜାପାନର ଷ୍ଟାର ତଥା ୧ ନଂ ସିଡ୍‌ ରେଇ ହିଗୁଚିଙ୍କ ଠାରୁ ୦-୧୦ରେ ପରାସ୍ତ ହୋଇଥିଲେ ଅମନ।ପ୍ୟାରିସ୍ ଅଲମ୍ପିକ୍ସରେ ଏଯାଏ ଭାରତର ପଦକ ସଂଖ୍ୟା ୫ରେ ପହଞ୍ଚିଛି। ୩ଟି ବ୍ରୋଞ୍ଜ ପଦକ ସୁଟିଂରେ ମିଳିଥିବାବେଳେ ଗୋଟିଏ ବ୍ରୋଞ୍ଜ ପଦକ ଭାରତୀୟ ହକି ଦଳକୁ ମିଳିଛି। ଅନ୍ୟପଟେ ଜାଭେଲିନ୍ ଥ୍ରୋରେ ନୀରଜ ଚୋପ୍ରାଙ୍କୁ ମିଳିଛି ରୌପ୍ୟ ପଦକ

ଲଘୁଚାପ ସୃଷ୍ଟି
1m ago
୨୨ରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା
ଅର୍ଗସ ବ୍ୟୁରୋ : ଆସନ୍ତା ୨୦ ତାରିଖରେ ଉତ୍ତର ଆଣ୍ଡମାନ ସାଗରରେ ସୃଷ୍ଟି ହେବ ଏକ ଘୂର୍ଣ୍ଣିବଳୟ ।ଏହାର ପ୍ରଭାବରେ ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା
ନାବାଳକ
21m ago
୧୧ ବର୍ଷ ନାବାଳକର ମୃତ ଦେହ ଉଦ୍ଧାର, ବଳି ଦିଆଯାଇଥିବା ସନ୍ଦେହ
ବଲାଙ୍ଗୀର : ୧୧ ବର୍ଷର ନାବାଳକକୁ ବଳି । ଏଭଳି ସାଘାଂତିକ ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା ଜଳପାକେର ଗାଁରୁ । ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି । ଅଭିଯୁକ୍ତକୁ ଗିରଫ ଦାବିରେ ଗ୍ରାମବାସ
CHOLESTEROL
48m ago
କୋଲେଷ୍ଟ୍ରଲ କମାଇବା ପାଇଁ କେଉଁ ରୁଟି ଖାଇବା?
ଅର୍ଗସ ବ୍ୟୁରୋ: ଆଜିକାଲି ସମସ୍ତେ ଖରାପ ଜୀବନଶୈଳୀ ହେତୁ ଅନେକ ପ୍ରକାରର ରୋଗରେ ପଡୁଛନ୍ତି । ଜୀବନଶୈଳୀ ସମ୍ବନ୍ଧୀୟ ରୋଗ ମଧ୍ୟରେ ମୋଟାପଣ ହେଉଛି ସବୁଠାରୁ ବଡ ସମସ୍ୟା ଯାହା ଅନ୍ୟ ବିପଜ୍ଜନ