କିଏ ହେବେ ଲୋକସଭାର ନୂଆ ବାଚସ୍ପତି
by Argus News
Wed, Jun 26 | 10:45 a.m.

ନୂଆଦିଲ୍ଲୀ: କିଏ ହେବେ ଲୋକସଭାର ନୂଆ ବାଚସ୍ପତି । ଶାସକ ଓ ବିରୋଧୀଙ୍କ ମଧ୍ୟରେ ଚାଲିଛି ଟଣାଓଟରା । ଏନ୍‌ଡିଏର ବାଚସ୍ପତି ପ୍ରାର୍ଥୀ ଓମ୍‌ ବିର୍ଲାଙ୍କୁ ଟକ୍କର ଦେବେ INDI ମେଣ୍ଟର ପ୍ରାର୍ଥୀ କେ.ସୁରେଶ । ସଂଖ୍ୟା ଦୃଷ୍ଟିରୁ NDAର ପଲ୍ଲା ଭାରୀ । INDI ମେଣ୍ଟ ପାଖରେ 234 ଓ ଲୋକସଭାରେ NDAର ଅଛନ୍ତି 293 ସାଂସଦ । 

ବିରୋଧୀ ପ୍ରାର୍ଥୀ କେ ସୁରେଶଙ୍କୁ ଟିଏମସି ସମର୍ଥନ ଘୋଷଣା କରିଛି। ବିରୋଧୀ କେ ସୁରେଶଙ୍କୁ ପ୍ରାର୍ଥୀ କରିଥିବାବେଳେ ଏନଡିଏ ଓମ ବିର୍ଲାଙ୍କୁ ପ୍ରାର୍ଥୀ କରିଛି। ସହମତି ଅଭାବରୁ ବାଚସ୍ପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି। ଲୋକସଭାର ନୂଆ  ବାଚସ୍ପତି ନିର୍ବାଚନ ସକାଳ ୧୧ ଟାରେ ଅନୁଷ୍ଠିତ ହେବ। ଶାସକ ଦଳ ଏବଂ ବିରୋଧୀ ଏ ସମ୍ପର୍କରେ ରଣନୀତି ପ୍ରସ୍ତୁତ କରିବାରେ ବ୍ୟସ୍ତ । ଏହି ସମୟରେ ଟିଏମସି ବିରୋଧୀ ପ୍ରାର୍ଥୀ କେ ସୁରେଶଙ୍କୁ ସମର୍ଥନ ଘୋଷଣା କରିଛି। ବିରୋଧୀ କେ ସୁରେଶଙ୍କୁ ପ୍ରାର୍ଥୀ କରିଥିବାବେଳେ ଏନଡିଏ ଓମ ବିର୍ଲାଙ୍କୁ ପ୍ରାର୍ଥୀ କରିଛି। ସହମତି ଅଭାବରୁ ବାଚସ୍ପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି।

ଅଧିକ ପଢ଼ନ୍ତୁ ଭାରତ ଖବର 

ଚାଲେଞ୍ଜ
ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ
ଭୁବନେଶ୍ୱର: ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ। ପୂଜା ମଣ୍ଡପ ସୁରକ୍ଷା ଠାରୁ ଆରମ୍ଭ କରି ଟ୍ରାଫିକ ନିୟନ୍ତ୍ରଣ, ସବୁକିଛି କିଭଳି ସୁଚାରୁ ରୂପେ ସମାପନ କରାଯି
ନର୍ସିଂ ସଂଘ
ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହେଲା ନର୍ସିଂ ସଂଘ
ଭୁବନେଶ୍ୱର: ଆନ୍ଦୋଳନରୁ ଓହରିବେ ନର୍ସିଂ ସଂଘ। ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହୋଇଛି ନର୍ସିଂ ସଂଘ। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେ
ଦହି
ଉଚ୍ଚ କୋଲେଷ୍ଟ୍ରଲ କମାଇବ ଦହି
ଅର୍ଗସ ବ୍ୟରୋ: କୋଲେଷ୍ଟ୍ରଲ ଧମନୀରେ ବ୍ଲକେଜ୍ ସୃଷ୍ଟି କରେ ଏବଂ ଉଚ୍ଚ ରକ୍ତଚାପର କାରଣ ହୋଇପାରେ । ଏପରି ପରିସ୍ଥିତିରେ ଆସନ୍ତୁ ଜାଣିବା ଏହି କାମ୍ ହେବାରେ ଦହିର ବ୍ୟବହାର କିପରି ସହାୟକ ହୁ