ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା
by Argus News
Thu, Mar 07 | 10:48 a.m.

ଖୋର୍ଦ୍ଧା: ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଚିଲିକା କୂଳରୁ ୬ ଜଣ ଯାତ୍ରୀଙ୍କୁ ନେଇ ମା' କାଳିଜାଇଙ୍କୁ ଦର୍ଶନ କରେଇବା ପାଇଁ  ଯିବାବେଳେ ଡଙ୍ଗାଟି ମଝି ଚିଲିକା ର ଅକାତ କାତ ଜଳ ମଧ୍ୟରେ ଫସିରହିଛି। ଡଙ୍ଗାଟିରେ ୬ ଜଣ ଯାତ୍ରୀ ରହିଥିବା ସୂଚନା ମିଳିଛି। ଡଙ୍ଗା ମେସିନର ଯାନ୍ତ୍ରିକ ତ୍ରୁଟି ଯୋଗୁଁ  ଡଙ୍ଗାଟି ମଝି ଚିଲିକା ରେ ଫସି ରହି ଥିବା ସୂଚନା। । ସକାଳ ୯ ଟା  ସମୟରେ ଯାତ୍ରୀ ବାହି ଡଙ୍ଗାଟି  ବାଲୁଗାଁ ଚିଲିକା କୂଳ ନିକଟରୁ ୬ ଜଣ ଯାତ୍ରୀଙ୍କୁ ନେଇ ଚିଲିକା ମଧ୍ୟରେ ଥିବା ମା କାଳିଜାଇ ଅଭିମୁଖେ ବାହାରିଥିଲେ। ।

କିଛି ବାଟ ଯିବା ପରେ ହଠାତ୍ ଡଙ୍ଗାଟିର ମେସିନ ଖରାପ ହୋଇଯାଇଥିଲା। ଫଳରେ ମଝି ଚିଲିକାରେ ଡଙ୍ଗାଟି ଅଟକି ରହିଛି।  ଯାତ୍ରୀମାନେ ହନ୍ତସନ୍ତ ହେଉଥିବାବେଳେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରଶାସନିକ ଅଧିକାରୀ ମାନେ ପହଞ୍ଚି ନାହାନ୍ତି। ଫସି ରହିଥିବା ସମସ୍ତ ଯାତ୍ରୀ ଗଂଞ୍ଜମ ଜିଲ୍ଲାର ବୋଲି ଜଣା ପଡ଼ିଛି। ଯାତ୍ରୀ ମାନଙ୍କ ସୁରକ୍ଷା ଦୃଷ୍ଟିରୁ ଯେଉଁ ଲାଇଫି ଜ୍ୟାକେଟ ବ୍ୟବହାର କରିବା କଥା ତାହା କରାଯାଇ ନାହିଁ।ଡଙ୍ଗାଟି ବାଲୁଗାଁ ମା" କାଳିଜାଇ ମୋଟର ବୋଟ ଆସୋସିଏସନ ବୋଲି ଜଣା ପଡ଼ିଛି।

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

MLA
24m ago
ପୁଷ୍ପାଙ୍କ ନାମରେ ମାମଲା ରୁଜୁ, ଆଚାର ସଂହିତା ଉଲ୍ଲଙ୍ଘନ କରିଥିବା ଅଭିଯୋଗ
ଅର୍ଗସ ବ୍ୟୁରୋ: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ତାଙ୍କୁ କିଏ ବା ନଜାଣେ। ହେଲେ ତାଙ୍କ ପ୍ରଶଂସକଙ୍କ ପାଇଁ ଦୁଃଖ ଖବର। କାହିଁକି ନା ଅଲ୍ଲୁଙ୍କ ନାମର
ମାତୃ ଦିବସ
ମାତୃ ଦିବସ ଉପଲକ୍ଷେ ବୃଦ୍ଧାଶ୍ରମରେ ମା' ମାନଙ୍କୁ ପୂଜାର୍ଚ୍ଚନା
କଟକ : ଆଜି ପବିତ୍ର ମାତୃ ଦିବସ । ଏହି ଅବସର ରେ କଟକ ଜିଲ୍ଲା ନିଆଳି ବ୍ଲକ ବୃନ୍ଦାବନ ବୃଦ୍ଧାଶ୍ରମରେ ଭ୍ୟୁ ଫାଉଣ୍ଡେସନ ପକ୍ଷରୁ ମାତୃ ବନ୍ଦନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛ
TEMPERATURES
ନିର୍ବାଚନ ଥିବା ସହରରେ ତାପମାତ୍ରା ୪୦ ଡିଗ୍ରୀ ଭିତରେ ରହିବ
ଅର୍ଗସ ବ୍ୟୁରୋ: ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଅନୁକୂଳ ରହିବ ପାଗ। ନିର୍ବାଚନ ଥିବା ସହରରେ ତାପମାତ୍ରା ୪୦ ଡିଗ୍ରୀ ଭିତରେ ରହିବ । କିଛି ସ୍ଥାନରେ ବିକ୍ଷିପ୍ତ ବର୍ଷା ହୋଇପାର