ଜରପଡା ଛକରେ ଯାତ୍ରୀବାହୀ ବସ- ହାଇୱା ମୁହାଁମୁହିଁ ଧକ୍କା
by Argus News
Tue, Apr 16 | 8:37 a.m.

ଅନୁଗୋଳ:  ଅନୁଗୋଳ ଜିଲ୍ଲା ଜରପଡା ଛକରେ ଯାତ୍ରୀବାହୀ ବସ- ହାଇୱା ମୁହାଁମୁହିଁ ଧକ୍କା ହୋଇଛି । ଏହି ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ଜଣ ଆହତ ହୋଇଛନ୍ତି । ତେବେ ବସରେ ଥିବା ୩୦ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। ରାଇପୁରୁ-ଭୁବନେଶ୍ୱର ଅଭିମୁଖେ ଯାଉଥିବା ଯାତ୍ରୀବାହୀ ଡଳଫିନ୍ ବସ ଯାଉଥିବା ବେଳେ ଜରପଡା ଥାନା ନିକଟ ଛକରେ ରାତିରେ ୩ଟା ୩୦ରେ ଏକ ବାଲି ବୋଝେଇ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବସ ଡ୍ରାଇଭରଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ଆହତଙ୍କୁ ଅନୁଗୋଳ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
 

ଆହୁରି ପଢନ୍ତୁ ଓଡିଶା ଖବର...

VK PANDIAN
19m ago
ନବୀନଙ୍କ ସାମ୍ନାରେ ଓଡ଼ିଆ ବରପୁତ୍ରଙ୍କୁ ଅସମ୍ମାନ କଲେ ପାଣ୍ଡିଆନ !
ଅର୍ଗସ ବ୍ୟୁରୋ: ସଭା ମଂଚରେ ପୁଣି ଓଡ଼ିଆ ବରପୁତ୍ରଙ୍କୁ ଅସମ୍ମାନ କଲେ ବିଜେଡିର ନମ୍ବର-୨ ନେତା ଭି.କେ ପାଣ୍ଡିଆନ । ସ୍ୱଭାବ କବି ଗଙ୍ଗାଧର ମେହେରଙ୍କୁ କହିଲେ 'ସନ୍ଥ କବି'
BJD
24m ago
ଭୋଟ୍‌ ପାଇଁ ବିଡାବିଡା ନୋଟ୍ ବାଣ୍ଟୁଛି ବିଜେଡି !
ଅର୍ଗସ ବ୍ୟୁରୋ: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଗସ୍ତ ପୂର୍ବରୁ ଲୋକଙ୍କ ଘରେ ପହଞ୍ଚି ବିଡାବିଡା ନୋଟ୍ ବାଣ୍ଟୁଛନ୍ତି । ସମ୍ବଲପୁର ସଭାରେ ଯୋଗ ଦେବା ସହ ଶଙ୍ଖ ଚିହ୍ନରେ ଭୋ
ଅବସର
25m ago
ଅବସର ନେଇପାରନ୍ତି କୋହଲି, ଧୋନୀ!
ଅର୍ଗସ ବ୍ୟୁରୋ: ଗତ କାଲି ହେଉଛି ଧୋନୀ-କୋହଲିଙ୍କ ଆଇପିଏଲର ହାଇଭୋଲଟେଜ ମ୍ୟାଚ। ଫ୍ୟାନ ମାନେ ଚିନ୍ନାସ୍ବାମୀ ଷ୍ଟାଡିୟମରେ ହେବାକୁ ଥିବା ମ୍ୟାଚ ପାଇଁ ଅନାଇ ବସିଛନ୍ତି। ଏହା ମଧ୍ୟର