ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପଡିଛି ତାଲା
by Argus News
Tue, Jun 25 | 12:59 p.m.

ଅର୍ଗସ ବ୍ୟୁରୋ: କଂଗ୍ରେସ ଭବନରେ ପଡିଛି ତାଲା । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏହି ତାଲା ପଡିଛି ବୋଲି ଅଭିଯୋଗ କରିଛନ୍ତି ନିକଟରେ ଦଳରୁ ନିଲମ୍ବିତ ହୋଇଥିବା ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦିକା ଶ୍ରୀୟା ସ୍ମିତା ପଣ୍ଡା । ତାଙ୍କ ଉପରେ ଯେଉଁ ଅନ୍ୟାୟ ହୋଇଛି ତାର ପୁନର୍ବିଚାର ପାଇଁ ତାଙ୍କୁ କଂଗ୍ରେସ ଭବନ ଆସିବାକୁ କୁହାଯାଇ ଥିଲା । ହେଲେ ସେ ଠିକ ସମୟରେ ପହଞ୍ଚିଥିଲେ ମଧ୍ୟ କଂଗ୍ରେସ ଭବନ ମୁଖ୍ୟ ଫାଟକରେ ତାଲା ପଡିଥିଲା । ନ୍ୟାୟ ପାଇଁ ଦାବି କରି ସେ କଂଗ୍ରେସ ଭବନ ସମ୍ମୁଖରେ ଧାରଣାରେ ବସିଥିଲେ ।  ଯେ ପର୍ଯ୍ୟନ୍ତ ତାଙ୍କ କଥା ବିଚାର ନହୋଇଛି ଧାରଣାରୁ ହଟିବେ ନାହିଁ ବୋଲି କହିଛନ୍ତି । ସେ ଅନେକ ଦାବି କରିଛନ୍ତି। ଯଥାଶିଘ୍ର ତାଙ୍କ ଦାବିକୁ ଶୁଣି କିଛି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେ ଧାରଣା ଦେଇଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା