ମୋଦି ଗ୍ୟାରେଣ୍ଟି ଉପରେ ଭରସା କରୁଛନ୍ତି ଜନତା
by Argus News
Thu, May 09 | 3:07 p.m.

ଅର୍ଗସ ବ୍ୟୁରୋ: ମୁଣ୍ଡକୁ ଛାତ, ମା ମାନଙ୍କୁ ଉଜ୍ଜଳା ଗ୍ୟାସ ଯୋଜନା , ଯୁବକ ଯୁବତୀଙ୍କୁ ନିଯୁକ୍ତି, ଚାଷୀଙ୍କୁ ନିଜର ହକ୍, ମାଗଣା ଚାଉଳ ଗହମ ଦେବାରେ ସଫଳ ହୋଇଛନ୍ତି ମୋଦି ସରକାର । ଯାହାର ପ୍ରଭାବ ଏବେ ସାରା ଓଡିଶାରେ ଦେଖିବାକୁ ମିଳୁଛି । ଶଙ୍ଖ ଛାଡି ପଦ୍ମ ମୁହାଁ ହେଉଛନ୍ତି ଜନତା । ମୋଦି ସରକାର ଯାହା କୁହନ୍ତି ତାହା କରି ଦେଖାନ୍ତି । ମୋଦି ଗ୍ୟାରେଣ୍ଟି ଉପରେ ଜନତାଙ୍କ ଆସ୍ଥା ଭାଜନ ହେଉଥିବା ବେଳେ ବିଜେଡି ଏହାକୁ ସହଜରେ ହଜମ କରିପାରୁନାହିଁନ୍ତି । କଣ କରିବେ ବୁଦ୍ଧି ବାଟ ଦେଖାଯାଉନାହିଁ ।
 ଔଷଧ ବିକଳରେ ତାଟିଆ କାମୁଡିଲା ଭଳି ବିଜେଡି ନେତା ମାନେ କଣ କରୁଛନ୍ତି ତାଙ୍କୁ ଜଣାପଡୁନି । ଏଇ ଯେମିତି  ବିଜେଡି ନେତା ପାଣ୍ଡିଆନଙ୍କୁ ଦେଖନ୍ତୁ ନିଦରୁ ନଉଠୁଣୁ ପ୍ରେସମିଟ କରୁଛନ୍ତି । ବିଳିବିଳି ହୋଇ କିଛି ବି କହୁଛନ୍ତି । ବିଜେଡି ଭାଙ୍ଗିବାକୁ ବିଜେପିର ଷଡଯନ୍ତ୍ର ବୋଲି କହୁଛନ୍ତି । ଏଟା ପାଣ୍ଡିଆନଙ୍କ ଡର ନୁହେଁ ତ ଆଉ କଣ ? 

ଅଧିକ ପଢନ୍ତୁ ରାଜନୀତି ଖବର 
୨୪ବର୍ଷର ସ୍ଥିର ସରକାର ସ୍ଥିର ମୁଖ୍ୟମନ୍ତ୍ରୀ କିନ୍ତୁ କଣ ନିଜ ସଂଗଠନକୁ ମଜବୁତ କରିପାରିନାହାନ୍ତି । ନିଜ ସଂଗଠନ ମଜବୁତ ନାହିଁ କିନ୍ତୁ ଦୋଷ ଲଦିବାରେ ବ୍ୟସ୍ତ । ୨୪ବର୍ଷ ଧରି ଶାସନ କଲେ କିନ୍ତୁ ବିକାଶ କଥା ସାମ୍ଣାକୁ ଆସିଲା ବେଳକୁ ଫଳ ଶୁନ୍ ।  ପାଣ୍ଡିଆନ କହିଲେ, ନବୀନ ଓଡିଆ ଭାଷାକୁ ଆଗକୁ ନେବାକୁ ପ୍ରୟାସ କରୁଛନ୍ତି । 
 ୨୪ବର୍ଷ ଭିତରେ ଆଜି ବି ଗାଁକୁ ପାଣି ନାହିଁ , ରାସ୍ତା ନାହିଁ, ଲାଇଟ ନାହିଁ, ସ୍କୁଲରେ ଶିକ୍ଷକ ନାହାନ୍ତି, ରୋଜଗାର ନାହିଁ, ଡାକ୍ତର ନାହାନ୍ତି । ନାହିଁ ନାହିଁରେ ଚାଲିଥିବା ଓଡିଶାର କି ବିକାଶ ହୋଇଛି ... ଏଥର ପରିବର୍ତ୍ତନ ହେବ ଓଡିଶା । ଉଚିତ ଜବାବ ଦେବେ ଓଡିଶାବାସୀ । ବଦଳିବ ଓଡିଶାର ଭାଗ୍ୟ ... 
 

ଆଗାମୀ ୫ ଦିନ ରାଜ୍ୟରେ
7m ago
ଆଗାମୀ ୫ ଦିନ ରାଜ୍ୟରେ ରହିବ କାଳବୈଶାଖୀର ପ୍ରଭାବ : ୨୨ରୁ ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା
ଅର୍ଗସ ବ୍ୟୁରୋ: ରାଜ୍ୟବାସୀ ଗରମରେ ସନ୍ତୁଳି ହେଉଥିବାବେଳେ ପାଣିପାଗ ବିଭାଗ ଜାରି କରିଛି ଆଶ୍ବସ୍ତିକର ଖବର। ଆଗାମୀ ୫ ଦିନ ରାଜ୍ୟରେ ରହିବ କାଳବୈଶାଖୀର ପ୍ରଭାବ । ୨୨, ୨୩ ଓ ୨୪ ତାରିଖର
ହଳଦିଆ ତରଭୁଜ
10m ago
ଲାଲ ତରଭୁଜଠାରୁ ଦୁଇଗୁଣ ଅଧିକ ଲାଭଦାୟକ ହଳଦିଆ ତରଭୁଜ
ନୂଆଦିଲ୍ଲୀ: ସମର ସିଜନର ଫଳମାନଙ୍କ ମଧ୍ୟରେ ରାଜା ଆମ୍ବ। ଆମ୍ବ ସହିତ ଅନ୍ୟ ଏକ ଫଳ ହେଉଛି ତରଭୁଜ । ଯାହାକୁ ମଧ୍ୟ ଲୋକେ ମାନେ ଖୁବ ପସନ୍ଦ
ଋଣ ଭାର ସହି
12m ago
ଋଣ ଭାର ସହି ନ ପାରି ଆତ୍ମହତ୍ୟା କଲେ ଚାଷୀ
ଅର୍ଗସ ବ୍ୟୁରୋ: ପୁଣି ରାଜ୍ୟରେ ଚାଷୀ ଆତ୍ମହତ୍ୟା। ଋଣ ଭାର ସହି ନ ପାରି ପାଟଣାରେ ଆତ୍ମହତ୍ୟା କଲେ ଚାଷୀ । ବିଜେଡି ଶାସନରେ ବଢୁଛି ଚାଷୀ ଆତ୍ମହତ୍ୟା ଘଟଣା। ରାଜ୍ୟ ସରକାର କୃଷକ ମାନଙ୍କ ପାଇ