ଭ୍ରଷ୍ଟଚାରୀ ଦଳଙ୍କ ବିରୋଧରେ ବିଜେପିର ବଡ ପ୍ରହାର
by Argus News
Fri, Apr 12 | 2:43 p.m.

ଅର୍ଗସ ବ୍ୟୁରୋ:  ଭ୍ରଷ୍ଟଚାରୀ ଦଳ ଙ୍କ ବିରୋଧରେ ବିଜେପିର ବଡ ପ୍ରହାର। ଦେଶର ବଡ ଭ୍ରଷ୍ଟାଚାରୀ ଏବଂ ପରିବାରବାଦୀ ଦଳଙ୍କୁ ଦେଶବାସୀ ସବକ୍ ଶିଖାଇବେ। ଆରଜେଡିର ମିଶା ଭାରତୀଙ୍କ ମୋଦିଙ୍କୁ ଜେଲ୍ ପଠାଇବା ବୟାନକୁ ନେଇ ବିଜେପିର କଡା ସମାଲୋଚନା। ଯେଉଁ ଦଳ ମାନେ ନିଜ ସ୍ୱାର୍ଥ ପାଇଁ ଲୋକଙ୍କ ଅଧୀକାରକୁ ପ୍ରତିହତ କରୁଛନ୍ତି। ମୋଦିଙ୍କୁ ନେଇ ଖରାପ ଭାଷା ର ପ୍ରୟୋଗ କରୁଛନ୍ତି ସେମାନଙ୍କୁ ଦେଶବାସୀ କେବେ କ୍ଷମା କରିବେ ନାହିଁ ବୋଲି କହିଛନ୍ତି ବିଜେପି ମୁଖପାତ୍ର ଗୈାରବ ଭାଟିଆ।

ଏହି  ହିନ୍ଦୁ ବିରୋଧୀ ସନାତନ ବିରୋଧୀ ମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାସନ କାଳରେ କୈାଣସି ଭ୍ରଷ୍ଟ, କମିଶନଖୋରଙ୍କୁ ବରଦାସ୍ତ କରାଯିବ ନାହିଁ ବୋଲି  ଗଣମାଧ୍ୟମ ଆଗରେ କହିଛନ୍ତି ବିଜେପି ମୁଖପାତ୍ର ଗୌରବ ଭାଟିଆ।

ଅଧିକ ପଢ଼ନ୍ତୁ ଦେଶ ଖବର:

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ