ହାବେଳିକାଟି ନେଚର କ୍ୟାମ୍ପର ଚିତ୍ରର ଭାଇରାଲ , ବାତ୍ୟା ମାଡରେ ନେଚର କ୍ୟାମ୍ପ ଛିନଭିନ
by Argus News
Sat, Oct 26 | 8:13 a.m.

ଅର୍ଗସ ବ୍ୟୁରୋ:  ସାମ୍ନାକୁ ଆସିଲା ବାତ୍ୟା ଲ୍ୟାଣ୍ଡଫଲ୍ କରିଥିବା ସ୍ଥାନର ଚିତ୍ର । ହାବେଳିକାଟି ନେଚର କ୍ୟାମ୍ପର ଚିତ୍ର ସାମ୍ନାକୁ ଆସିଛି ।  ବାତ୍ୟା ମାଡ଼ରେ ପୁରା ନେଚର କ୍ୟାମ୍ପ ଛିନ୍ ଭିନ୍ ହୋଇଯାଇଛି ।  ବାତ୍ୟା ଯୋଗୁଁ ମାଡ଼ି ଆସିଥିବା ଜୁଆର କଟେଜ ତଳୁ ବାଲି ଧୋଇ ନେଇଛି । ଜୁଆର ଏତେ ଜୋରରେ ମାଡି ଆସିଥିଲା ଯେ କଟେଜ ପିଲରରେ ସମୁଦ୍ର ପାଣି ମାଡ଼ ହେଉଥିଲା । ଗଛ ଗୁଡିକ ଉପୁଡି ପଡ଼ି ସମୁଦ୍ର କୂଳରେ ପଡିଛି । ବାତ୍ୟା ଦାନା ଭିତରକନିକାର ହାବେଳିକାଟି ନେଚର କ୍ୟାମ୍ପରେ ଲ୍ୟାଣ୍ଡଫଲ କରିଥିଲା।  ବାତ୍ୟା ଯୋଗୁଁ ଭିତରକନିକା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

GOLD LOAN
8m ago
ମୁଦ୍ରା ଯୋଜନାରେ ଋଣ ରାଶି ସୀମା 10 ଲକ୍ଷରୁ 20 ଲକ୍ଷ ଟଙ୍କାକୁ ବୃଦ୍ଧି
ଅର୍ଗସ ବ୍ୟୁରୋ: ବୃଦ୍ଧି ହେଲା ମୁଦ୍ରା ଋଣ । ଦେଶରେ କ୍ଷୁଦ୍ର ଉଦ୍ୟୋଗୀତାକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (PMMY) ଅଧୀନରେ ମୁଦ୍ରା ଋ
ସଲମାନଙ୍କ
21m ago
ସଲମାନଙ୍କ ପାଇଁ ସିଦ୍ଦିକିଙ୍କୁ ହତ୍ୟା କରାଯାଇନି
ଅର୍ଗସ ବ୍ୟୁରୋ: ଅର୍ଥ ଅନର୍ଥର ମୂଳ କାରଣ ହୋଇଥାଏ। ଅଧିକ ପଇସା କାହାର ଜୀବନ ବି ନେଇପାରେ। ତାହା ନିକଟରେ ଆମେ ଦେଖିଲେ ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କ କ୍ଷେତ୍ରରେ। ସେ ନିଜ ପୁଅ
ଡାଳିମ୍ବ
21m ago
କେବଳ ଡାଳିମ୍ବ ନୁହେଁ, ଚୋପାରେ ବି ରହିଛି ଉପକାରୀ ଗୁଣ କିପରି, ଜାଣନ୍ତୁ...
ଅର୍ଗସ ବ୍ୟୁରୋ: ଡାଳିମ୍ବ ଏକ ଉପକାରୀ ଫଳ । ଏହା ଯେତେ ସ୍ୱାଦିଷ୍ଟ ତାହାଠାରୁ ଅଧିକ ଲାଭଦାୟକ । ଡାଳିମ୍ବରେ ପୋଷକ ତତ୍ତ୍ୱ ରହିଥାଏ ଯାହା ଶରୀରରେ ରକ୍ତ ବଢାଇଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତ