ଥଣ୍ଡା ପବନ ପାଇଁ କୁଲରକୁ ଏହି ସ୍ଥାନରେ ରଖନ୍ତୁ
by Argus News
Wed, May 29 | 1:52 p.m.

ଅର୍ଗସ ବ୍ୟୁରୋ: ଥଣ୍ଡା ପବନ ଯଦି ଖାଇବାକୁ ଚାହୁଁଛନ୍ତି ଏଠି ସେଠି କୁଲର ରଖନ୍ତୁ ନାହିଁ। ଖରା ଦିନରେ ଯେଉଁଭଳି ଗରମ ହେଉଛି ଲୋକେ ସନ୍ତୁଳି ହୋଇପଡ଼ୁଛନ୍ତି। ଟିକେ ଥଣ୍ଡା ପବନ ପାଇଁ ଆଉଟୁପାଉଟୁ ହୁଅନ୍ତି। ଖରା ଦିନରେ ଫ୍ୟାନରୁ ନିଆଁ ହୁଳା ଭଳି ପବନ ବାହାରେ ଯେମିତି ମଣିଷ ଜଳିଯିବ। ଏଭଳି ସ୍ଥିତିରେ ଏୟାର କୁଲର ଘରେ ଲଗାଇଲେ ଆଶ୍ବସ୍ତି ମିଳିଥାଏ। 

କୁଲରକୁ ଘରର ଠିକ ଜାଗାରେ ରଖିଲେ ହିଁ ଯାଇ ଥଣ୍ଡା ଲାଗେ। ପ୍ରାୟତଃ ଲୋକ କୁଲରକୁ ଠିକ ସ୍ଥାନରେ ରଖନ୍ତି ନାହିଁ। ସେଥିପାଇଁ କୁଲରରୁ ଗରମ ପବନ ବାହାରିବା ସହ ଦେହହାତରେ ଏହି ପବନ ବାଜିଲେ ହିଁ ଅଠାଳିଆ ଲାଗିଥାଏ। କୁଲରରୁ ଥଣ୍ଡା ପବନ ପାଇବାକୁ ଚାହିଁଲେ ଭେଣ୍ଟିଲେଶନ ଭଲ ଥିବା ରୁମରେ ଉକ୍ତ କୁଲରକୁ ରଖନ୍ତୁ। ଯେଉଁଠି ଥଣ୍ଡା ପବନ ବହୁଥିବ ସେହି ସ୍ଥାନରେ କୁଲରକୁ ରଖନ୍ତୁ। ଏୟାର କୁଲରକୁ ସବୁବେଳେ ଝରକା ପାଖରେ ରଖନ୍ତୁ। ଏହାପରେ ରୁମରେ ଥଣ୍ଡା ପବନ ବହିବ। ଆଉ ଆଦ୍ରତା ମଧ୍ୟ କମ ରହିବ।

ଅଧିକ ପଢ଼ନ୍ତୁ ଭାରତ ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ