ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦ କାଏମ। ୩୭୦ କୁ ନେଇ ସୁପ୍ରିମକୋର୍ଟଙ୍କ ବଡ ରାୟ। ୩୭୦' ଉଚ୍ଛେଦକୁ ବୈଧ କହିଲେ ସୁପ୍ରିମକୋର୍ଟ। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ କାଏମ ରଖିଲେ କୋର୍ଟ। ଜମ୍ମୁ କାଶ୍ମୀରରେ ଧାରା 370 ଉପରେ ସୁପ୍ରିମକୋର୍ଟଙ୍କ ରାୟକୁ ଐତିହାସିକ ବୋଲି ଟୁଇଟ୍ କରି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।
Today's Supreme Court verdict on the abrogation of Article 370 is historic and constitutionally upholds the decision taken by the Parliament of India on 5th August 2019; it is a resounding declaration of hope, progress and unity for our sisters and brothers in Jammu, Kashmir and…
— Narendra Modi (@narendramodi) December 11, 2023
ସୁପ୍ରିମକୋର୍ଟଙ୍କ ରାୟ ସାମ୍ବିଧାନିକ ଭାବେ ଭାରତ ସଂସଦ ଦ୍ବାରା 5 ଅଗଷ୍ଟ 2019 ରେ ନିଆଯାଇଥିବା ନିଷ୍ପତ୍ତିକୁ ବଡ ସମର୍ଥନ କୁ ଦର୍ଶାଉଛି । ଜାମ୍ମୁ, କାଶ୍ମୀର ଏବଂ ଲଦାଖରେ ଆମର ଭଉଣୀ ଏବଂ ଭାଇମାନଙ୍କ ପାଇଁ ଏହା ଆଶା, ପ୍ରଗତି ଏବଂ ଏକତାର ଏକ ଘୋଷଣାନାମା ବୋଲି ଟୁଇଟ କରିଛନ୍ତି ପ୍ରଧାନମନ୍ତ୍ରୀ।
ଅଧିକ ପଢନ୍ତୁ ଭାରତ ଖବର