ଜାମ୍ମୁ, କାଶ୍ମୀର ଏବଂ ଲଦାଖ ପାଇଁ ଏହା ଐତିହାସିକ ରାୟ : ମୋଦି 
by Argus News
Mon, Dec 11 | 2:21 p.m.

ନୂଆଦିଲ୍ଲୀ:  ଧାରା ୩୭୦ ଉଚ୍ଛେଦ କାଏମ।  ୩୭୦ କୁ ନେଇ ସୁପ୍ରିମକୋର୍ଟଙ୍କ ବଡ ରାୟ। ୩୭୦' ଉଚ୍ଛେଦକୁ ବୈଧ କହିଲେ ସୁପ୍ରିମକୋର୍ଟ। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ କାଏମ ରଖିଲେ କୋର୍ଟ। ଜମ୍ମୁ କାଶ୍ମୀରରେ  ଧାରା 370 ଉପରେ ସୁପ୍ରିମକୋର୍ଟଙ୍କ ରାୟକୁ ଐତିହାସିକ ବୋଲି  ଟୁଇଟ୍‌ କରି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

 

ସୁପ୍ରିମକୋର୍ଟଙ୍କ  ରାୟ ସାମ୍ବିଧାନିକ ଭାବେ ଭାରତ ସଂସଦ ଦ୍ବାରା  5 ଅଗଷ୍ଟ 2019 ରେ ନିଆଯାଇଥିବା ନିଷ୍ପତ୍ତିକୁ ବଡ ସମର୍ଥନ କୁ ଦର୍ଶାଉଛି ।  ଜାମ୍ମୁ, କାଶ୍ମୀର ଏବଂ ଲଦାଖରେ ଆମର ଭଉଣୀ ଏବଂ ଭାଇମାନଙ୍କ ପାଇଁ ଏହା ଆଶା, ପ୍ରଗତି ଏବଂ ଏକତାର ଏକ ଘୋଷଣାନାମା ବୋଲି  ଟୁଇଟ କରିଛନ୍ତି ପ୍ରଧାନମନ୍ତ୍ରୀ। 

ଅଧିକ ପଢନ୍ତୁ ଭାରତ ଖବର 

BOBBY DAS
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ