ଧର୍ମେନ୍ଦ୍ରଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ପିଏମ ମୋଦି 
by Argus News
Wed, Jun 26 | 1:40 p.m.

ନୂଆଦିଲ୍ଲୀ: ଆଜି ହେଉଛି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଜନ୍ମ ଦିନ।  ଧର୍ମେନ୍ଦ୍ରଙ୍କ ଜନ୍ମ ଦିନରେ ଶୁଭେଚ୍ଛା ଜଣାଇଛନ୍ତି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।   ଧର୍ମେନ୍ଦ୍ରଙ୍କୁ ତାଙ୍କ ଜନ୍ମ ଦିନ ରେ ଅନେକ ଅନେକ ଶୁଭେଚ୍ଛା।  ମୁଁ ପ୍ରାର୍ଥନା କରୁଛି କି  ସେ ଦୀର୍ଘାୟୁ  ଓ ସୁସ୍ଥ ରୁହନ୍ତୁ। ଲୋକଙ୍କ ସେବାରେ ଏମିତି  ନିଜକୁ ନିୟଜିତ ରଖନ୍ତୁ ବୋଲି   ଟୁଇଟ୍‌ କରି  କହିଛନ୍ତି ମୋଦି।

ସେହିପରି ପରଜଙ୍ଗ ଯୁବମୋର୍ଚ୍ଚା ପକ୍ଷରୁ  ଧର୍ମେନ୍ଦ୍ରଙ୍କୁ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇବା ସହ ବୃକ୍ଷ ରୋପଣ, ଛାତ୍ର ଛାତ୍ରୀ ଙ୍କୁ ବ୍ୟାଗ ଓ ମିଠା ବଣ୍ଟନ କରି ଜନ୍ମ ଦିବସ ପାଳନ କରାଯାଇଛି। ତେବେ ପରଜଙ୍ଗ ଯୁବମୋର୍ଚ୍ଚା ବ୍ଲକ ସଭାପତି ସନ୍ତୋଷ ସାହୁ ଙ୍କ ନେତୃତ୍ୱ ରେ ଆଜି ଯୁବମୁର୍ଚ୍ଛା ସଦସ୍ୟମାନେ, ବସୋଈ ର ଅଲେଖପାଟଣା ସ୍କୁଲ କୁ ଯାଇ ପ୍ରଥମେ ବୃକ୍ଷରୋପଣ, ତାପରେ ଛାତ୍ରଛାତ୍ରୀ ଙ୍କୁ ବ୍ୟାଗ ଓ ମିଠା ବଣ୍ଟନ କରିଛନ୍ତି । ଏହା ସହ କେନ୍ଦ୍ର ଶିକ୍ଷମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୀର୍ଘାୟୁ କାମନା କରିଛନ୍ତି । 

ଅଧିକ ପଢନ୍ତୁ  ଭାରତ ଖବର 

୧୦୦ ଟଙ୍କିଆ ଘର
30m ago
୧୦୦ ଟଙ୍କାରେ ୪ ବଖରା ଘର ଆଉ ୭ ଲକ୍ଷ ପୁରସ୍କାର
ଅର୍ଗସ ବ୍ୟୁରୋ : ଯଦି ଆମେ ଆପଣଙ୍କୁ କହିବୁ ମାତ୍ର ୧୦୦ ଟଙ୍କାରେ ଆପଣଙ୍କୁ ୪ ବଖରା ଘର , ଗ୍ୟାରେଜ ଏବଂ ବଗିଚା ତା ସହିତ 7 ଲକ୍ଷ ଟଙ୍କାର ପୁରସ୍କାର ମିଳିବ ତାହେଲେ ଆପଣଙ୍
EU
ରୁଲବୁକର ନିୟମ ଭାଙ୍ଗିଛି ମେଟା !
ଅର୍ଗସ ବ୍ୟୁରୋ: ବିଶ୍ୱବାସୀଙ୍କୁ ବନ୍ଧୁତ୍ୱ ସୂତ୍ରରେ ବାନ୍ଧି ରଖିଥିବା ସୋସିଆଲ ମିଡ଼ିଆରେ ଅନେକଙ୍କର ଦିନର ଅଧିକାଂଶ ସମୟ କଟିଯାଉଛି। ଏହାଦ୍ୱାରା ନିଜ ଅଜାଣତରେ ନିଜର କ୍ଷତି ହି
MOBILE
ଫୋନ ଚାର୍ଜ ବେଳେ କରନ୍ତୁନି ଏହି ଭୁଲ୍‌...
ଅର୍ଗସ ବ୍ୟୁରୋ: ଯଦି ଫୋନ୍ ଚାର୍ଜ ହୋଇନଥାଏ, ଲାଗୁଛି ଯେ ସମସ୍ତ କାମ ବନ୍ଦ ହୋଇଯାଇଛି । ଅନେକ ଲୋକ ଫୋନ୍ ବିଷୟରେ ଏତେ ଚିନ୍ତିତ ଯେ ଚାର୍ଜିଂ ସ୍ତର ହ୍ରାସ ହେବା ମାତ୍ରେ ସେମାନ