ଦୀପାବଳୀ ପୂର୍ବରୁ ବେଆଇନ ବାଣ ଉପରେ ପୋଲିସର  ଚଢ଼ାଉ
by Argus News
Sat, Oct 26 | 5:20 p.m.

କଟକ : ଦୀପାବଳୀ ପୂର୍ବରୁ ବେଆଇନ ବାଣ ଉପରେ ପୋଲିସର  ଚଢ଼ାଉ। ବିପୁଳ  ପରିମାଣର ବେଆଇନ ବାଣ ସହ ବାରୁଦ ଓ ବାଣ ପ୍ରସ୍ତୁତ ସାମଗ୍ରୀ ଜବତ।  ଏଭଳି ଘଟଣା ସାମ୍ନାକୁ ଆସିଛି କଟକ ଜିଲ୍ଲା ସାଲେପୁର ଆଦର୍ଶ ଥାନା ବୋଦାମୁଣ୍ଡାଇ ଗ୍ରାମରୁ। କୌଣସି ସୂତ୍ରରୁ ଖବରପାଇ ସାଲେପୁର ଆଦର୍ଶ ଥାନା ପୋଲିସ ବୋଦାମୁଣ୍ଡାଇ ଗ୍ରାମର ଗଙ୍ଗାଧର ବେହେରା  ଘର ଉପରେ ଚଡାଉକରି ବିପୁଳ ପରିମାଣର ବେଆଇନ ବାଣ ସହ ବାରୁଦ ଓ ବାଣ ପ୍ରସ୍ତୁତ  ସାମଗ୍ରୀକୁ ଜବତ କରିଛି।।

ଅଧିକ ପଢନ୍ତୁ ଓଡିଶା ଖବର

ବିନା ଲାଇସେନ୍ସରେ ସେ ସବୁ ପ୍ରସ୍ତୁତ କରୁଥିବା ସୂଚନା ମିଳିଛି।   ତାଳଫଟକ, ଗଡମା, ସୁତୁଲି ଗଡମା, ଓ ବାଣ ପ୍ରସ୍ତୁତ ପାଇଁ ବ୍ୟବହୃତ ହେଉଥିବା ବିସ୍ଫୋରକ ସାମଗ୍ରୀକୁ ଜବତ କରିବା ସହ ସମ୍ପୃକ୍ତ ବାଣ କାରିଗର ଗଙ୍ଗାଧର ବେହେରାଙ୍କୁ ଗିରଫ କରି ଥାନାରେ ଅଟକ ରଖି ପଚରାଉଚରା କରୁଥିବା ନେଇ ସାଲେପୁର ଥାନା ଆଦର୍ଶ ଆଇଆଇସି ମନୋଜ ସ୍ୱାଇଁ ସୂଚନା ଦେଇଛନ୍ତି। ଜବତ ବାଣର ମୂଲ୍ୟ ଲକ୍ଷ୍ୟ ଧିକ ଟଙ୍କା ହେବ।
 

ବିଜେଡି ନିର୍ବାଚନୀ
ବିଜେଡି ନିର୍ବାଚନୀ ଟଙ୍କାରେ ଆକାଶରେ ଉଡୁଥିଲେ ପାଣ୍ଡିଆନ
ଅର୍ଗସ ବ୍ୟୁରୋ: ନିର୍ବାଚନରେ ପାଣି ଭଳି ଟଙ୍କା ବୁହାଇଥିଲା ବିଜେଡି । ନିର୍ବାଚନ ଆୟୋଗଙ୍କ ନିକଟରେ ବିଜେଡି ଦାଖଲ କରିଥିବା ରିପୋର୍ଟରୁ ଆସିଛି ଆଖି ଖୋସି ଦେବା ଭଳି ରିପୋର୍ଟ । ରିପୋର୍
କାଠ ଆଣିବାକୁ
କାଠ ଆଣିବାକୁ ଯାଇ ଭାଲୁ ଆକ୍ରମଣର ଶିକାର
ଅର୍ଗସ ବ୍ୟୁରୋ: ଜଙ୍ଗଲରେ କାଠ ଆଣିବାକୁ ଯାଇ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି ଜଣେ ଯୁବକ। ପରେ ତାଙ୍କୁ ଗୁରୁତର ଭାବେ ୧୦୮ ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ଭର୍ତ୍ତି କରାଯାଇଛି । ବା
ଆବାସ ଗୃହ
ଶିବାନୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଗୃହ ମଞ୍ଜୁର
ଅର୍ଗସ ବ୍ୟୁରୋ: ଖିଲାପ କଲେ କ୍ଷମା ନାହିଁ, ଭଲ କାମ କଲେ ପୁରସ୍କାର। ଏହି ପ୍ରତିଶ୍ରୁତି ପାଳନ କରିଛନ୍ତି ସରକାର। ବାତ୍ୟା ସମୟରେ ପ୍ରଶଂସନୀୟ କାର୍ଯ୍ୟ କରିଥିବାରୁ କେନ୍ଦ୍ରାପଡ଼