ଯନ୍ତୁ ଶିକାର କରିବାକୁ କରେଣ୍ଟ ବ୍ୟବହାର କରୁଥିଲେ ସାବଧାନ
by Argus News
Wed, Nov 27 | 12:24 p.m.

ଅର୍ଗସ ବ୍ୟୁରୋ: ଜନ୍ତୁ ଶିକାର ପାଇଁ ବିଦ୍ୟୁତ ସଂଯୋଗ କରୁଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବାରହା ମାରିବା ପାଇଁ ଯେଉଁମାନେ ବିଦ୍ୟୁତ ବ୍ୟବହାର କରୁଛନ୍ତି, ଏହା ଦ୍ବାରା ହାତୀ ମରୁଛନ୍ତି ସେମାନଙ୍କ ଘରୁ ଲାଇନ କାଟିଦିଆଯିବ। ବିଧାନସଭାରେ ଏପରି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ। ବାରହା ଶିକାର ପାଇଁ ବିଦ୍ୟୁତ ସଂଯୋଗ କାରଣରୁ ଅନେକ ହାତୀ ବିଦ୍ୟୁତ୍ ଆଘାତରେ ମୃତ୍ୟୁବରଣ କରୁଛନ୍ତି। ଯେଉଁ ମାନେ ଏଭଳି କାମ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଯେଉଁ ଲୋକ ଏଥିରେ ସଂପୃକ୍ତ ତାଙ୍କର ବିଦ୍ୟୁତ୍ ସଂଯୋଗ କଟାଯିବ। ଜଣେ ଲୋକଙ୍କ ପାଇଁ ସମଗ୍ର ଗାଁ ବଦନାମ ହେଉଛି। ଜାତୀୟ ସ୍ତରରେ ବି ରାଜ୍ୟର ନାଁ ଖରାପ ହେଉଛି। ତେଣୁ ଯେଉଁମାନେ ଏ ଘଟଣାରେ ସଂପୃକ୍ତ ସେମାନଙ୍କ ବିରୋଧରେ କାର୍ଯାନୁଷ୍ଠାନ ନିଆଯିବ ବୋଲି ବିଧାନସଭା ପ୍ରଶ୍ନ କାଳରେ ଚେତାଇ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କେ.ଭି ସିହଦେଓ।

ପେନ୍‌ସନ୍
33m ago
ପେନ୍‌ସନ୍ ଭୋଗୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ
ଅର୍ଗସ ବ୍ୟୁରୋ : ପେନ୍ସନ୍ ଭୋଗୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ । ଏକ ମାସ ଧରି ଚାଲିଥିବା ସ୍ୱତନ୍ତ୍ର ଅଭିଯାନରେ ସାରା ଦେଶରେ ପେନସନଭୋଗୀଙ୍କ ଦ୍ୱାରା ଏକ କୋଟି ଡିଜିଟାଲ ଜୀବ
VIGILANCE
46m ago
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ କରୁଛି ଭିଜିଲାନ୍ସ
ଅର୍ଗସ ବ୍ୟୁରୋ: କେନ୍ଦୁଝର ଜୁନିୟର ମାଇନିଂ ଅଫିସର ପଦ୍ମନାଭ ହୋତାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ କରୁଛି ଭିଜିଲାନ୍ସ
ବିକ୍ରି
47m ago
୪୦ ହଜାର ଟଙ୍କାରେ ୪ ବର୍ଷର ପିଲାକୁ ବିକ୍ରି କରିଦେଲେ ବାପା, ମା’
ଅର୍ଗସ ବ୍ୟୁରୋ: ରାଜଧାନୀ ଭୁବନେଶ୍ବରରେ ପିଲା ବିକ୍ରି ଅଭିଯୋଗ । ବଡ଼ଗଡ଼ ଥାନା ଅଞ୍ଚଳରେ ପିଲା ବିକ୍ରି ହୋଇଥିବା ଅଭିଯୋଗ । ୪୦ ହଜାର ଟଙ୍କାରେ ୪ ବର୍ଷର ପିଲାକୁ ବିକ୍ରି କରିଦେଲେ ବାପା
ARRESTED
ନବଜାତକ ଚୋରି ଘଟଣାକୁ ପୂରିଲା ୧୮ ଘଣ୍ଟା, ଏଯାଏଁ ଅଭିଯୁକ୍ତ ମହିଳାଙ୍କୁ କରାଯାଇନି ଗିରଫ
ଅର୍ଗସ ବ୍ୟୁରୋ: ବୁର୍ଲା ଭୀମସାରରୁ ନବଜାତକ ଚୋରି ଘଟଣାକୁ ୧୮ ଘଣ୍ଟା ପୂରିଲା। ହେଲେ ଏଯାଏଁ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରାଯାଇପାରିନି। ଦୁଇ ଦିନର ନବଜାତକ ଶିଶୁକୁ ଚୋରି କର
ATTACK
ଧର୍ମଶାଳା ବିଧାୟକଙ୍କୁ ମରଣାନ୍ତକ ଆକ୍ରମଣ ମାମଲା, ଅଭିଯୁକ୍ତଙ୍କ ଜାମିନ ଶୁଣାଣି ସ୍ଥଗିତ
ଅର୍ଗସ ବ୍ୟୁରୋ: ଧର୍ମଶାଳା ବିଧାୟକଙ୍କୁ ମରଣାନ୍ତକ ଆକ୍ରମଣ ମାମଲା । ଅଭିଯୁକ୍ତଙ୍କ ଜାମିନ ଶୁଣାଣି ସ୍ଥଗିତ । ମାମଲାରେ 14 ଜଣ ଗିରଫ ହୋଇ ଜେଲ୍‌ରେ ଅଛନ୍ତି । 14 ଜଣଙ୍