Your Attention Please : ଆଜିଠୁ ବଢିଲା ଏଇ ମେଡିସିନ୍‌ର ଦାମ
by Argus News
Mon, Apr 01 | 3:25 p.m.

ଅର୍ଗସ ବ୍ୟୁରୋ: ଆଜି ଠାରୁ ଆର୍ଥାତ ଏପ୍ରଲ ୧ରୁ କିଛି ଅତି ଆଵଶ୍ୟକ ପଡୁଥିଵା ଔଷଧର ମୂଲ୍ୟ ମହଙ୍ଗ ହେଵ । କେତେକ ଔଷଧ ମୂଲ୍ୟ ୧୩୦ପ୍ରତିଶତ ଵୃଦ୍ଧି ପାଇଛି । କହିଵାକୁ ଗଲେ ସରକାର ହୋଲସେଲ ଔଷଧ ମୂଲ୍ୟରେ ଆନେକ ପରିଵତ୍ତନ କରିଛନ୍ତି । ଯାହା ସାଧାରଣ ଲୋକଙ୍କ ଉପରେ ଅନେକ ପ୍ରଭାଵ ପକାଇଵ । କିଛି ଔଷଧର ମୂଲ୍ୟ ୧୨ ପ୍ରତିଶତ  ଵୃଦ୍ଧ ପାଇଛି ଏହାଵ୍ୟତୀତ ଵାହାରୁ ଆସୁଥିଵା ଔଷଧର ମୂଲ୍ୟ ୦.୦୦୫୫ ପ୍ରତିଶତ ଵୃଦ୍ଧି କରାଯାଇଛି ।

ଏହି ଔଷଧ ବ୍ୟତୀତ କିଛି  ଦ୍ରବ୍ୟର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି । ସେଗୁଡିକ ଗ୍ଲସେରିନ୍ ଏବଂ ପ୍ରୋପିଲିନ୍ ଗ୍ଲାଇକଲ୍, ସିରପ୍ ୧୮-୨୬୨ପ୍ରତିଶତ କରାଯାଉଛି ।   ତେଵେ ଆସନ୍ତୁ ଜାଣିଵା କୋଉଁ କୋଉଁ ଔଷଧର ମୂଲ୍ୟ ଵୃଦ୍ଧି ପାଇଛି 

ପାରାସିଟାମଲ :- 
ଏକ ରିପୋର୍ଟ ଅନୁଯାୟୀ ପାରାସିଟାମଲର ମୂଲ୍ୟ 130 ପ୍ରତିଶତ ଵୃଦ୍ଧି ପାଇଛି । ଏହି ଔଷଧଟି ଜ୍ଵର ସମେତ ଅନେକ ରୋଗର ଲକ୍ଷଣକୁ ନିୟନ୍ତ୍ରଣ କରିବା ପାଇଁ ଵଵ୍ୟହାର କରାଯାଏ । ଏହାର ମୂଲ୍ୟ ଵଢିଵା ପରେ ସାଧାରଣ ଲେକଙ୍କ ଉପରେ ଅନେକ ପ୍ରଭାଵ ପକାଇଵ 

ଆଣ୍ଟିବାୟୋଟିକ୍ :-
ଆଣ୍ଟିବାୟୋଟିକ୍ ଦ୍ଵାରା ସଂକ୍ରମଣକୁ ରୋକାଯାଇ ପାରେ । ପେନିସିଲିନ୍ ଜି ୧୭୫ପ୍ରତିଶତ ବ୍ୟୟବହୁଳ ହୋଇଥିବାବେଳେ ଆଜିଥ୍ରୋମାଇସିନ୍ ଏବଂ ଅନ୍ୟାନ୍ୟ ଔଷଧ ମଧ୍ୟ ମହଙ୍ଗା ହୋଇଛି।

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ