ଆଜି ରୁଷିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
by Argus News
Tue, Oct 22 | 8:27 a.m.

 ନୂଆଦିଲ୍ଲୀ:  ଆଜି ରୁଷିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରୁଷିଆର କାଜାନରେ ହେବାକୁ ଥିବା 16 ତମ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦି।

ଏଥିପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ କରିଛନ୍ତି । 23 ଓ 24 ତାରିଖରେ କାଜାନରେ ବ୍ରିକ୍ସ ସମ୍ମିଳନୀ ହେବାକୁ ଯାଉଛି । 

ଅଧିକ ପଢନ୍ତୁ ଭାରତ ଖବର 

ବାତ୍ୟା
15m ago
ସ୍ଥଳଭାଗ ଛୁଇଁଲା ବାତ୍ୟାର ବାହ୍ୟବଳୟ
ଅର୍ଗସ ବ୍ୟୁରୋ : ସ୍ଥଳଭାଗ ଛୁଇଁଲା ବାତ୍ୟାର ବାହ୍ୟବଳୟ । ଭଦ୍ରକ, କେନ୍ଦ୍ରାପଡ଼ାର କିଛି ଅଞ୍ଚଳରେ ବାତ୍ୟାର ବାହ୍ୟ ବଳୟ ସ୍ପର୍ଶ । ପାରାଦୀପ ରାଡାର୍‌ ତଥ୍ୟରୁ ପାଣିପା
BJP
21m ago
ବିଜେପି ପକ୍ଷରୁ ହେଲ୍ପ ଲାଇନ୍ ନଂ ୦୬୭୪-୨୩୯୩୯୮୪ ଜାରି
ଅର୍ଗସ ବ୍ୟୁରୋ: ବତ୍ୟା ପାଇଁ ଜୋରଦାର ପ୍ରସ୍ତୁତି । ବିଜେପିର ବାତ୍ୟା ହେଲ୍ପ ଲାଇନ୍ ଜାରି ହୋଇଛି । ବିଜେପି ପକ୍ଷରୁ ହେଲ୍ପ ଲାଇନ୍ ନଂ ୦୬୭୪-୨୩୯୩୯୮୪ ଜାରି । ଏନେଇ ବିଜେପି ରାଜ୍
CYCLONE DANA
38m ago
ପାରାଦୀପ ରାଡାରକୁ ଆସିଲାଣି ବାତ୍ୟା ! କାଲି ରାତିରୁ ଆରମ୍ଭ ହେବ ଲ୍ୟାଣ୍ଡଫଲ ପ୍ରକ୍ରିୟା
ଅର୍ଗସ ବ୍ୟୁରୋ: ପାଣିପାଗ ବିଭାଗ ଯାହା ଆକଳନ କରିଥିଲା, ଏବେ ସେଇୟା ହେଲା । ଅର୍ଥାତ୍‌ ଅବପାତ ବାତ୍ୟାର ରୂପ ନେଲା । ଗଭୀର ସମୁଦ୍ରରେ ଧୀରେ ଧୀରେ ବଳୁଆ ହେଉଛି ସାଇକ୍ଲୋନ୍