ଜାନୁଆରୀରେ ଦୁଇ ଥର ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ
by Argus News
Tue, Dec 17 | 9:23 a.m.

ଅର୍ଗସ ବ୍ୟୁରୋ: ମୋଦିଙ୍କ ଫୋକସରେ ଓଡ଼ିଶା । ଜାନୁଆରୀରେ ଦୁଇ ଥର ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ । ଜାନୁଆରୀ 8, 9, 10ରେ ଭୁବନେଶ୍ବରରେ ହେବ ପ୍ରବାସୀ ଭାରତୀୟଙ୍କ କାର୍ଯ୍ୟକ୍ରମ । 9, 10 ତାରିଖରେ ଭୁବନେଶ୍ବରରେ ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମରେ ସାମିଲ୍ ହେବେ ପିଏମ୍ । ଏହା ପରେ ଜାନୁଆରୀ 28 ଓ 29 ତାରିଖରେ ଉତ୍କର୍ଷ ଓଡିଶା କନକ୍ଲେଭରେ ମଧ୍ୟ ଯୋଗଦେବ ପ୍ରଧାନମନ୍ତ୍ରୀ । ରାଜ୍ୟରେ ଡବଲ୍ ଇଞ୍ଜିନ୍ ସରକାର ହେବା ପରେ 4 ଥର ଓଡ଼ିଶା ଆସି ସାରିଲେଣି ପିଏମ୍ । ସେପ୍ଟେମ୍ବର 17 ତାରିଖରେ ଓଡ଼ିଶା ଗସ୍ତରେ ଆସି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ ମୋଦି । ପରେ ଶପଥ ସମାରୋହ, ନଭେମ୍ବରରେ ଡିଜିପି ସମ୍ମିଳନୀ ପାଇଁ ଓଡ଼ିଶା ଗସ୍ତରେ ଆସିଥିଲେ ପିଏମ୍ । ମୋଦିଙ୍କ ଫୋକସରେ ଓଡ଼ିଶା । ଏହା ଓଡ଼ିଶା ପାଇଁ ହେବ ଗେମ୍ ଚେଞ୍ଜର୍ ।

ବୋତଲରେ ମଦ
ଖୁଣ୍ଟାରେ ଯାତ୍ରୀବାହି ବସର ଚାଲାଣ ହେଉଥିଲା ମଦ
ମୟୂରଭଞ୍ଜ: କୋଲ୍ଡଡ୍ରିଙ୍କ୍ସ ବୋତଲରେ ମଦ । ଯାତ୍ରୀବାହି ବସରେ ମଦ ଚାଲାଣ ବେଳେ ପୋଲିସ୍ ହାବୁଡରେ ପଡିଲା ମଦ ବେପାରୀ । ଏହାପରେ ଖୋଲିଛି ପୁରା ମଦ ବେପାରର କଳା କାରନାମା । ବିଳମ୍ବି
ଭିସା
ଏବେ ବିନା ଭିସାରେ ବିଦେଶ ବୁଲିପାରିବେ ଭାରତୀୟ
ଅର୍ଗସ ବ୍ୟୁରୋ : ଋଷିଆ ଏବଂ ଭାରତ ମଧ୍ୟରେ ପୂର୍ବରୁ ହିଁ ଏକ ଭଲ ବନ୍ଧୁତା ରହି ଆସିଛି । ହେଲେ ଏହା ଭିତରେ ଆଉ ଏକ ଖବର ସାମ୍ନାକୁ ଆସିଛି । ଯାହା ଉଭୟଙ୍କ ସମ୍ପର୍କକୁ ଆହୁରି ନିବି
NCERT
ମୋଦି ସରକାରଙ୍କ 10 ବର୍ଷରେ ଶିକ୍ଷା କ୍ଷେତ୍ରର ହିସାବ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ
ଅର୍ଗସ ବ୍ୟୁରୋ: ମୋଦି ସରକାରଙ୍କ 10 ବର୍ଷରେ ଶିକ୍ଷା କ୍ଷେତ୍ରରେ ଆସିଥିବା ବ୍ୟାପକ ପରିବର୍ତ୍ତନର ହିସାବ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଭିତ୍ତିଭୂମି, ଶିକ୍ଷାଦାନ, ଶିକ୍ଷା ପାଇ
AI
ଶିକାରୀଙ୍କ ଅସାମାଜିକ କାର୍ଯ୍ୟକଳାପ ଓ ଗତିବିଧିକୁ ନଜର ରଖିବ AI
ଅର୍ଗସ ବ୍ୟୁରୋ: ଶିକାରୀଙ୍କୁ ଧରିବ ଏ ଆଇ କ୍ୟାମେରା। ଶିକାରୀଙ୍କ ଅସାମାଜିକ କାର୍ଯ୍ୟକଳାପ ଓ ଗତିବିଧିକୁ ନଜର ରଖିବା ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ଆଣିଛି ଏଆଇ କ୍ୟାମେରା। ବର୍ତମାନ ପାଇଲ
DIVIDER
ଡିଭାଇଡରରେ ପିଟି ହେଲା ଯାତ୍ରୀବାହୀ ବସ୍, ୭ ଗୁରୁତର
ଅର୍ଗସ ବ୍ୟୁରୋ: ଡିଭାଇଡରରେ ପିଟି ହେଲା ଯାତ୍ରୀବାହୀ ବସ୍ । 7 ଜଣ ଗୁରୁତର ଆହତ ହୋଇଛନ୍ତି । ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ସୁଶବ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼